ମହିଳା ସଂରକ୍ଷଣ ବିଲରେ ବସିବ କେନ୍ଦ୍ରର ମୋହର!

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ। ସଂସଦର ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି କରିଛନ୍ତି ବିଜେଡି...

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଦାବି: ଏବିଭିପି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏହି ଆବେଦନ କରାଯାଇଛି।...

ସିଲଭର ସିଟି ଇତିହାସରେ ନୂଆ ଅଧ୍ୟାୟ: ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ କଟକ ନେତାଜୀ ବସ୍...

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲଭର ସିଟି କଟକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଲୋକାର୍ପିତ ହେଲା କଟକ ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ। ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍...

ଦିନଟିଏ ଘୁଞ୍ଚିଲା: ସେପ୍ଟେମ୍ବର ୨୧ ବଦଳରେ ୨୨ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ଦିନ ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ। ସେପ୍ଟେମ୍ବର ୨୧ ପରିବର୍ତ୍ତେ ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୨ ତାରିଖ ସକାଳ ୯ଟା ୩୦ ମିନିଟରେ ନିର୍ବାଚନ...

ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ: କଂଗ୍ରେସ ପରେ ଏବେ ବର୍ଜନ କରିବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ବିରୋଧୀ ଦଳଙ୍କ ନିଷ୍ପତ୍ତି।   ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି। ନୂଆଁଖାଇ ସମୟରେ ଏହି ନିର୍ବାଚନ ହେଉଥିବାରୁ ଦଳ ଏହାର ବର୍ଜନ...

ଜାତୀୟ ଗଣମାଧ୍ୟମର ୧୪ ଜଣ ସାମ୍ବାଦିକଙ୍କୁ ବୟକଟ କଲା ‘ଇଣ୍ଡିଆ’ ମେଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନେଇଛି ଏଭଳି ଏକ ନିଷ୍ପତ୍ତି ଯାହା ଜାତୀୟ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ଜାତୀୟ ଗଣମାଧ୍ୟମର ୧୪ ଜଣ ସାମ୍ବାଦିକଙ୍କୁ ବୟକଟ କରିଛି ‘ଇଣ୍ଡିଆ’ ମେଣ୍ଟ। ‘ଇଣ୍ଡିଆ’...

ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ...

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି କି ନକଲି ମୋର ସନ୍ଦେହ ହେଉଛି – ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବରଖାସ୍ତ ନିର୍ଦେଶନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲିକି ନକଲି ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। “ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ୨ ମିନିଟ୍ ସମୟ ମାଗିଥିଲି। ସମୟତ ମିଳିଲା ନାହିଁ, ହେଲେ...

ବିଜେଡି ଉପସଭାପତି ପଦବୀରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରାଇଲେ ଉପସଭାପତି ପଦବୀ। ଦଳ ବିରୋଧୀ ମତ ଏବଂ ମନ୍ତବ୍ୟ ପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଇଣ୍ଡିଆ ବନାମ ଭାରତ: ପରିବର୍ତ୍ତନର ଗୋଲକଧନ୍ଦା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘ଇଣ୍ଡିଆ ଏବଂ ‘ଭାରତ’ ଶବ୍ଦକୁ ନେଇ ଲାଗି ରହିଥିବା ଆଲୋଚନା ସମାଲୋଚନା ଦେଶ ଡେଇଁ ଏବେ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ‘ଇଣ୍ଡିଆ’ ଓ ‘ଭାରତ’ ଶବ୍ଦକୁ ନେଇ ଏବେ ଚାରିଆଡ଼େ...