ଲୋକସଭାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି। ସଂସଦରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଭିଲେଜ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଧୀର...

କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ, ଭୋଟ ପୂର୍ବରୁ କକ୍ଷତ୍ୟାଗ କଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବାଚନିକ ଭୋଟରେ କାଟ୍ ଖାଇଛି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ। ଅନାସ୍ଥା...

ଅନାସ୍ଥା ପ୍ରସ୍ତାବ ଆମର ନୁହେଁ ବରଂ ବିରୋଧୀଙ୍କ ଏକତାର ପରୀକ୍ଷା କରିବ – ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନିଜ ମତ ରଖି ବିରୋଧୀମାନଙ୍କୁ ସମାଲୋଚନା କରିଛନ୍ତି।...

ଲୋକଙ୍କୁ ବିଭ୍ରାନ୍ତ କରିବାପାଇଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଦ୍ଵିତୀୟ ଦିନରେ ପହଞ୍ଚିଛି। ପ୍ରବଳ ହଙ୍ଗାମା ମଧ୍ୟରେ ଉଭୟ ବିରୋଧୀ ଓ ସରକାରଙ୍କ ସପକ୍ଷରେ ଥିବା ସାଂସଦମାନେ ଏହି...

ରାହୁଲ ଗାନ୍ଧୀଙ୍କ ଉପରେ ‘ଫ୍ଲାଇଙ୍ଗ କିସ୍’ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ବୁଧବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚାନା କରିଥିଲେ। ଏହାରି ମଧ୍ୟରେ ରାହୁଲ...

ମଣିପୁର ଭାରତର ଅବିଚ୍ଛିନ୍ନ ଅଙ୍ଗ – ସ୍ମୃତି ଇରାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ମଣିପୁର ବିଭାଜିତ ନୁହେଁ, ଏହା ଭାରତ ଏକ ଅବିଚ୍ଛିନ୍ନ ଅଙ୍ଗ”, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏଭଳି ଜବାବ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ...

ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରାଯାଇଛି – ସଂସଦରେ ଏମିତି କହିଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଦିନ ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି...

ଆଜି ରାଜ୍ୟରେ ପଞ୍ଚାୟତ ଉପନିର୍ବାଚନ ପାଇଁ ମତଦାନ ଜାରି, ଅଗଷ୍ଟ ୧୧ରେ ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର ଏବଂ ୯ଟି ପଞ୍ଚାୟତ...

ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ, କେନ୍ଦ୍ରକୁ ପ୍ରଶଂସା କଲେ ପିନାକୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ହୋଇଛି। ଇ-ଣ୍ଡି-ଆ ମେଣ୍ଟ ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି ବିଜେଡି। ଏନେଇ ବିଜେଡି ପକ୍ଷରୁ...

ସଂସଦ ସଦସ୍ୟତା ପରେ ଦିଲ୍ଲୀର ସରକାରୀ ବଙ୍ଗଳା ଫେରି ପାଇଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ବାସଭବନକୁ ଫେରି ପାଇଲେ ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ଫେରି ପାଇବା ପରେ ରାହୁଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ପୁଣି ମିଳିଛି। ମୋଦୀ ସରନେମ ମାମଲାରେ...