ଆଜି ବନକଲାଗି ନୀତି, ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିବା ଶ୍ରୀବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ...
ରଥଯାତ୍ରାରେ କେଉଁଠି କରିବେ ଗାଡ଼ି ପାର୍କିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାକୁ ଆଉ ୫ଦିନ। ରଥଯାତ୍ରା ଦେଖିବା ପାଇଁ ପୁରୀରେ ଗହଳ ଚହଳ ଆରମ୍ଭ ହୋଇଗଲାଣି। ରଥଯାତ୍ରା ଦିନ ଲକ୍ଷାଧିକ ଭକ୍ତ ହେବାର ସମ୍ଭାବନା ଥିବାରୁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା...
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ଔଷଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ୫ଦିନ ପରେ ରଥଯାତ୍ରା। ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୋପନ ସେବା। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କର କରୁଛନ୍ତି ସେବା। ଆଜି ଏକାଦଶୀରେ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ। ଗମ୍ଭାରୀ,...
ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜୀଉଙ୍କର ଆଜି ଚକା ବିଜେ ନୀତି। ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଗ ସରିବା ପରେ ମେଲଣ ଦ୍ୱାର ଫିଟିବ। ଏହାପରେ ଦଇତାପତିମାନେ ମହାପ୍ରଭୁଙ୍କ...
ଘୋଷଯାତ୍ରା ଲାଗି ଟୋଲ ଗେଟ୍ ଫ୍ରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣକି ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟରେ ଟଙ୍କା ଦେବାକୁ ପଡ଼ିବ ନାହିଁ।
ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ପ୍ରସ୍ତୁତି ପାଇଁ ଆଜି ବସିଥିଲା ଶେଷ ସମନ୍ୱୟ ବୈଠକ। ଏହି...
ଘୋଷଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ: ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଯାତ୍ରା ପ୍ରସ୍ତୁତି ପାଇଁ ବସିବ ଶେଷ ସମନ୍ୱୟ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।
ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ।...
ରଥଖଳାରେ ଚାଲିଛି ରଥ ପ୍ରସ୍ତୁତି: ଉଠିଲା ଦ୍ୱିତୀୟ ଭୂଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ।...
କାକଟପୁରରୁ ଆସିଲା ମହାପ୍ରଭୁଙ୍କ ଲାଗି ଫଳଭାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ...
ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ – ଚାଲିଛି ରଥ ନିର୍ମାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିସାରିଛି। ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଦ୍ୱିତୀୟ ଭୂଇଁ ସଂଯୋଗ ହେବା ପୂର୍ବରୁ ଚଉଦ ନାହାକ ଏବଂ...
ଜ୍ୱର ପୀଡ଼ିତ ମହାପ୍ରଭୁଙ୍କୁ ଆଜିଠୁ ଓଷ ଲାଗି
ଓଡ଼ିଶାଲାଇଭ ବ୍ୟୁରୋ
ମହାପ୍ରଭୁ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଚାଲିଛି ଗୁପ୍ତସେବା। ଶନିବାର ଦେହରେ ଫୁଲୁରି ତେଲ ଲଗା ହେବା ପରେ ଆଜିଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି ହେବ। ଫଳରେ...




















