ଦିଲ୍ଲୀରେ ବଡ଼ ପରୀକ୍ଷା ଦେବ ବିଜେପି!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଜେପି ହାତରୁ ଖସିଯିବା ପରେ ଦିଲ୍ଲୀକୁ ନେଇ ଚାଲେଞ୍ଜ ବଢ଼ିଛି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ହାତରୁ ଖସିଯିବା ପରେ ଏବେ ଦିଲ୍ଲୀ ଦଖଲ ପାଇଁ ବଳ ଗୋଟାଉଛି...

୭ ଘଣ୍ଟାର ଅପେକ୍ଷା ପରେ ପ୍ରାର୍ଥିପତ୍ର ଦାଖଲ କଲେ କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର...

ଆଜି ବି ଭିଡ଼ରେ ଫସିଲେ କେଜିରଓ୍ୱାଲ, ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟା ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟାରୁ ଅଧିକ ସମୟ ହେଲା ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜିରଓ୍ୱାଲ। ତଥାପି ତାଙ୍କ ପାଳି ଆସିନି। ଆଜି ପ୍ରାର୍ଥିପତ୍ର ଦାଖଲ...

ଉଠୁଛି ପଡୁଛି ଦିଲ୍ଲୀ – କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ତ୍ରୀ-ଝିଅ-ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ। ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ...

ଜେ ପି ନଡ୍ଡା କହିଲେ – “ଆମର ଗୋଟିଏ ଲକ୍ଷ୍ୟ, ସାରା ଦେଶରେ ଫୁଟିବ ପଦ୍ମ”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିର ନୂଆ ଅଧ୍ୟକ୍ଷ ହେଲେ ଜେ ପି ନଡ୍ଡା। “ସାରା ଦେଶରେ ପଦ୍ମ ଫୁଲ ଫୁଟିବ। ଯେଉଁ ରାଜ୍ୟଗୁଡ଼ିକରେ ବିଜେପିର ସରକାର ନାହିଁ ଆଗାମୀ  ଦିନରେ ସେହି ରାଜ୍ୟରେ ବିଜେପି ସରକାର ଗଠନ...

ରାଲି କରୁ କରୁ ଡେରି ହେଇଗଲା, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି।...