କାନିରେ କନକ ଅଞ୍ଜୁଳି ବାନ୍ଧି ମା’ଦୁର୍ଗାଙ୍କୁ ଦିଆଯାଏ ମେଲାଣି, ଦଶହରାରେ ରହିଛି ଏମିତି ଏକ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା'ଦୁର୍ଗାଙ୍କୁ ବିଦାୟ ବେଳେ...
ନୟାଗଡ଼: କରୋନା କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ପୁରପଲ୍ଲୀରେ କରୋନା କଟକଣା ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ଆରାଧାନା ଚାଲିଛି। ଜିଲ୍ଲାର ସମସ୍ତ ତନ୍ତ୍ର ଓ ଶକ୍ତିପୀଠରେ ଦେବୀଙ୍କ ପାରମ୍ପରିକ ନବରାତ୍ରୀ ପୂଜାବିଧି ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ାର...
ଆଜି ବିଜୟା ଦଶମୀ : ମନ୍ତ୍ର ଧ୍ୱନିରେ କମ୍ପୁଛି ପୂଜା ମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ବିଜୟା ଦଶମୀ। ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା। ଆଜିର ଦିନରେ ହିଁ ରାମ ରାବଣର ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ...
କେନ୍ଦ୍ରାପଡ଼ା: ନିଆରା ପରମ୍ପରା – ପୋଲିସ ଓ ଜନସାଧାରଣ ମିଶି କରନ୍ତି ରାମାଭିଷେକ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗାପୂଜା।
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୋଲିସର ନାଲି ଆଖିକୁ ଭିନ୍ନ ଢଙ୍ଗରେ...
ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...
ପଶ୍ଚିମବଙ୍ଗ ପୂଜା ପେଣ୍ଡାଲରେ ମହିଷାସୁର ସାଜିଛନ୍ତି ଚୀନ୍ ରାଷ୍ଟ୍ରପତି, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗର ଏକ ପୂଜା ପେଣ୍ତାଲ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଏହି ପେଣ୍ଡାଲରେ ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କୁ ମା'ଦୁର୍ଗା ସଂହାର କରୁଥିବା ଦେଖିବାକୁ ମିଳିଛି। ଏହାର...
ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କଟକଣା ଭିତରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା। ଏଥର ଶ୍ରଦ୍ଧାଳୁମାନଙ୍କୁ ଦେବୀ ଦର୍ଶନ ବାରଣ ହୋଇଥିବାବେଳେ କେବଳ...
ଅନଲାଇନ୍ ପ୍ଲାଟଫର୍ମରେ ଦଶହରା – ଫେସବୁକ ଲାଇଭ୍ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମୃଣ୍ମୟୀ ଦେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ଦଶହରାରେ ମା'ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଦୀର୍ଘ ବର୍ଷର ଏହି ଦର୍ଶନ ପରମ୍ପରା ବଦଳି ଯାଇଛି। ସୋସିଆଲ...
ଭସାଣି ଯାତ୍ରା ନହେଲେ ବି ପୂଜାକମିଟି ନେବେ ଲାଇସେନ୍ସ, ୨୭ ତାରିଖରେ ଶେଷ ହେବ ବିସର୍ଜନ ପର୍ବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲାଇସେନ୍ସ ଫି’ ନେବନି ପୋଲିସ, କେବଳ ଆଇ ବଣ୍ଡ୍ ଦାଖଲ
ଥାନା ସ୍ତରରେ ମୂର୍ତ୍ତି ଯିବା ରୁଟ୍ ପ୍ରସ୍ତୁତ କରିବ ପୋଲିସ
ଗୋଟିଏ ଦିନରେ ସରିବ ବିସର୍ଜନ
୨୮ ତାରିଖରେ...
ଏଥର ହେବନି ରାବଣପୋଡ଼ି – ଡିଜିଟାଲ୍ ପ୍ଲାଟଫର୍ମରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା ଯୋଗୁଁ ଏଥର ରାବଣପୋଡ଼ି ଉତ୍ସବ ହେବନାହିଁ। ପ୍ରଥମଥର ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ। ଫେସ୍ବୁକ୍ ଓ...