ଦୂର୍ଗାପୂଜା ପାଇଁ ପୁଣି ହାଇକୋର୍ଟ ଗଲା ବାଲୁବଜାର ପୂଜାକମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇଲ୍କୁ ଚ୍ୟାଲେଞ୍ଜକରି ହାଇକୋର୍ଟରେ ମାମଲା। କଟକ ବାଲୁବଜାର ଦୁର୍ଗାପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଥିବା ସୂଚନା ମିଳିଛି।ମୂର୍ତ୍ତିର ଉଚ୍ଚତା ଏବଂ ମଣ୍ଡପକୁ ଆବଦ୍ଧ କରି ପୂଜା...
ଭୁବନେଶ୍ଵରରେ ହେବ ଦୁର୍ଗାପୂଜା – ଲାଗିବନି ତୋରଣ, ହେବନି ରାବଣ ପୋଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିରାଡମ୍ଵର ଦୁର୍ଗାପୂଜା
ବାଜିବନି ବାଜା, ଲାଗିବନି ତୋରଣ
ରାବଣ ପୋଡ଼ି ହେବନି
ସ୍ଵଇଚ୍ଛାରେ ଲୋକେ ଚାନ୍ଦା ଦେବେ
୪ରୁ ୫ ଫୁଟ୍ ଉଚ୍ଚତାର ମୂର୍ତ୍ତି ହେବ
ଭୁବନେଶ୍ଵରରେ ବିନା ଆଡମ୍ଵରରେ ହେବ...
କଟକରେ ଦୁର୍ଗାପୂଜାକୁ ଅନୁମତି ଦେଲେ ଜିଲ୍ଲାପାଳ, ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ପୂଜା କମିଟିଗୁଡ଼ିକ କୋଭିଡ କଟକଣା ସହ ଏଥର ଦୁର୍ଗାପୂଜାକୁ ଆୟୋଜନ କରିପାରିବେ, ହେଲେ ଏଥର ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବନାହିଁ। ଏନେଇ ଆଜି କଟକ...
କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା। ପୂଜାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏଥର ଘରେ ରହି ପୂଜାକରିବେ ଲୋକେ। କରୋନା କଟକଣାରେ ମଣ୍ଡପ କିମ୍ଵା...
ଦଶହରା ଭସାଣି ଶେଷ – କଟକ ଦେବୀଗଡ଼ାରେ ଗଡ଼ିଲେ ୧୨୮ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହର ବୁଲିଲା ଗଙ୍ଗାମନ୍ଦିର ଚାନ୍ଦିମେଢ଼।
କଟକ: ଦଶହରା ଭସାଣି ଗୁରୁବାର ରାତିରେ ଶେଷ ହୋଇଛି। ମୋଟ୍ ୧୨୮ଟି ପ୍ରତିମା ଦେବୀଗଡ଼ାରେ ବିସର୍ଜିତ ହୋଇଛନ୍ତି। ଆଜି ଶେଷ ତଥା ତୃତୀୟ ଦିନରେ ୯ଟି...
ଫଟୋରେ ଫଟୋରେ ମା’ଙ୍କୁ ବିଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...
ମେଲାଣି ନେଉଛନ୍ତି ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତମାନେ। ଆନନ୍ଦ ଉଲ୍ଲାସରେ ମା’ଙ୍କୁ ବିଦାୟ ଦିଆଯାଉଛି। ଗତ ପାଞ୍ଚ...
ମେଲାଣି ନେବେ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଧରାପୃଷ୍ଠରେ ଲୀଳାଖେଳା ସାରି ବିଦାୟ ନେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ।
ଏଥିପାଇଁ କଟକର ଦେବୀଗଡା ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା...
ମେଲାଣି ନେବେ ମା’, ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’। ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ପ୍ରସ୍ତୁତି...
ବିଜୟା ଦଶମୀ : କଟକ-ଭୁବନେଶ୍ୱରରେ ଖଚାଖଚ୍ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟରେ ଆଜି ବିଜୟା ଦଶମୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ବିଶେଷକରି ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ବିଜୟଦଶମୀ ଉପଲକ୍ଷେ ଖଚାଖଚ୍ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଜୟାଦଶମୀ...





















