ଟ୍ଵିନ୍ ସିଟିରେ ଦଶହରା ପ୍ରସ୍ତୁତି – ମୁତୟନ ହେବେ ୬୩ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ ବ୍ୟୁରୋ
ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ଵରରେ ପ୍ରସ୍ତୁତି ଜୋର ଧରିଛି। ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଟ୍ଵିନ୍ ସିଟିରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ଟ୍ରାଫିକ...
ନବରାତ୍ରିର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ସ୍ୱରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ତୃତୀୟ ସ୍ୱରୂପ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ରିର ତୃତୀୟ ଦିନରେ ଏହି ସ୍ୱରୂପରେ ମା’ ପୂଜା ପାଉଛନ୍ତି। ଅସୁରଙ୍କ ବିନାଶ ପାଇଁ ମା’ ଏହି ଅବତାର ଧାରଣ କରିଥିବା...
ନବରାତ୍ରିର ଦ୍ୱିତୀୟ ଦିନରେ ମା’ଙ୍କ ବ୍ରହ୍ମଚାରିଣୀ ରୂପ – ଶୁଭେଚ୍ଛା ଜଣାଇଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠୁ ଆରମ୍ଭ ହୋଇଛି ପବିତ୍ର ନବରାତ୍ରି ଉତ୍ସବ। ଆଜି ନବରାତ୍ରିର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମା’ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପରେ ଭକ୍ତମାନେ ଉପାସନା କରୁଛନ୍ତି। ସାରାଦେଶରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠାର...
ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶକୁ ଦର୍ଶନ କଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଯାଏଁ ମା’ ଏହି ଅନନ୍ୟ ବେଶରେ ଦର୍ଶନ ଦେବେ
ରବିବାରଠାରୁ ନବରାତ୍ର ପୂଜା
ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ...
୨୦ ବର୍ଷଧରି ଦୁର୍ଗାପୂଜା ପାଇଁ ଜରି ମେଢ଼ କରୁଛନ୍ତି କଟକର ଜାହିର ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଆଉ ମାତ୍ର ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୂଷ୍ଠରେ ମାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର। କାରିଗରମାନେ ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ...
ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...
ଜୟପୁର: ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: ଜୟପୁରରେ ଐତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ ଭଗବତୀଙ୍କ ପୀଠ। ଅଧିଷ୍ଠାତ୍ରୀ ମା’ ଭଗବତୀ ମନ୍ଦିରରେ ୧୬ ଦିନ ଧରି ହେଉଥିବା ଷୋଡ଼ଶ ଉପଚାର ଆରମ୍ଭ...
ଦେଶ ବିଦେଶର ଭକ୍ତଙ୍କୁ ଆକୃଷ୍ଟ କରେ କୋଲକାତା ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ପ୍ରତିବର୍ଷ ସାରାଦେଶରେ ମା ଦୁର୍ଗାଙ୍କ ପୂଜା ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କୋଲକାତାରେ...
ରାୟଗଡ଼ାରେ ଗଡ଼ିଲା ଗାନ୍ଧୀ ରଥ: ଗାଁ ଗାଁରେ ପହଞ୍ଚାଇବ ଗାନ୍ଧୀଙ୍କ ବାର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) ଜାତୀର ପିତା ମାହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ଜୋର ଧରିଛି ପସ୍ତୁତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ...
ପିଲାବେଳେ କେମିତି ଥିଲେ ବାପୁଜୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ବା ନଜାଣେ। ଦେଶକୁ ସ୍ୱାଧୀନତା ଦେବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେଥିପାଇଁ ଆଜି ତାଙ୍କ ଜୀବନୀ ସହିତ ଦେଶର ପ୍ରତିଟି ନାଗରିକ ପରିଚିତ।...





















