ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ନାହିଁ ଛାଡ଼ପତ୍ର ଆଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ବିବାହ ପରେ ଜୀବନସାଥୀଙ୍କ ସହ ରହିବା କଷ୍ଟକର ହୋଇପଡ଼େ ତେବେ ଲୋକେ ଛାଡପତ୍ର ନେଇ ଏକ ନୂଆ ରାସ୍ତା ଖୋଜନ୍ତି। ଏଥିପାଇଁ ପ୍ରାୟ ସବୁ ଦେଶରେ ଆଇନ ବ୍ୟବସ୍ଥା ମଧ୍ୟ...
ଅଜବ ରେସ୍ତୋରାଁ – ଏଠି କଥା କହିବା ମନା, ଠାରରେ ନିଜ ଅର୍ଡର ଦିଅନ୍ତି ଗ୍ରାହକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁନିଆରେ ଅନେକ ଅଦ୍ଭୁତ ରେସ୍ତୋରାଁ ରହିଛି। କେଉଁଠି ଲୋକମାନଙ୍କ ପାଇଁ ଗଛରେ ଉପରେ ବସି ଖାଇବାର ବ୍ୟବସ୍ଥା ଅଛି ତ ଆଉ କେଉଁଠି ପାଣି ଭିତରେ ଏହି ବ୍ୟବସ୍ଥା ହୋଇଛି। କିନ୍ତୁ...
ଗାଁ’କୁ ପାଣି ପାଇଁ ଏକୁଟିଆ ଖୋଳିଲେ ୩ କି.ମି ଲମ୍ଵର କେନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଯଦି ଇଚ୍ଛାଶକ୍ତି ଦୃଢ଼ ଥିଲେ ଦୁନିଆ ଯାହା କହିଲେ ବି ମଣିଷ କେବେ ହାର୍ ମାନିବନି।' ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରରେ।
ବିହାର ଗୟା ଜିଲ୍ଲାର ଲାଉଙ୍ଗି ଭୂୟାଁ।...
ଜାପାନରେ ଅଛି ଅଦ୍ଭୁତ ଦ୍ୱୀପ, ଯେଉଁଠି ମହିଳାଙ୍କୁ ଯିବା ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଜାଣିଲେ ସହଜରେ ବିଶ୍ୱାସ କରିହୁଏନି। କିନ୍ତୁ ଏହାର ସତ୍ୟାସତ୍ୟକୁ ବି ଏଡ଼ାଇ ଦିଆଯାଇନପାରେ। ସେମତିକି ଏକ ରହସ୍ୟମୟ ସ୍ଥାନ ହେଉଛି ଜାପାନର...
କଟକ ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ – ବୁଧବାର ହାଇକୋର୍ଟ କରିବେ ଚୂଡ଼ାନ୍ତ ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଦଶହରାରେ ଦେବୀ ମୂର୍ତ୍ତିର ଉଚ୍ଚତା କେତେ ହେବ ତାକୁ ନେଇ ବିବାଦ ଲାଗି ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ କରିବାକୁ କୁହାଯାଇଥିବା ବେଳେ, ଏହାକୁ...
ଦୁନିଆର ସବୁଠୁ ଖତରନାକ୍ ଲ୍ୟାବ – ଯେଉଁଠି ମଣିଷ ଦେହରେ ଛାଡ଼ି ଦିଆଯାଇଥିଲା ମାରାତ୍ମକ ଭାଇରସ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ଚୀନର ଏକ ଲ୍ୟାବରୁ ଆସିଥିବା ଚର୍ଚ୍ଚା ହେଉଥିଲା। ଚୀନର ଭୁଲ ଯୋଗୁଁ ଏମିତି ସାରାବିଶ୍ୱରେ ଏମିତି ଏକ ମହାମାରୀ ଆସିଲା ବୋଲି ଅନେକ ଦେଶ ଦାବି କରିଥିଲେ। ତେବେ...
ଦୂର୍ଗାପୂଜା ପାଇଁ ପୁଣି ହାଇକୋର୍ଟ ଗଲା ବାଲୁବଜାର ପୂଜାକମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇଲ୍କୁ ଚ୍ୟାଲେଞ୍ଜକରି ହାଇକୋର୍ଟରେ ମାମଲା। କଟକ ବାଲୁବଜାର ଦୁର୍ଗାପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଥିବା ସୂଚନା ମିଳିଛି।ମୂର୍ତ୍ତିର ଉଚ୍ଚତା ଏବଂ ମଣ୍ଡପକୁ ଆବଦ୍ଧ କରି ପୂଜା...
ନିଆରା ହସ୍ପିଟାଲ, ଯେଉଁଠି କେବଳ ଓଟଙ୍କୁ କରାଯାଏ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ନିଶ୍ଚିତ ଭାବରେ ପଶୁ ଡାକ୍ତରଖାନା ବିଷୟରେ ଶୁଣିଥିବେ, ଯେଉଁଠାରେ ପ୍ରାୟ ସବୁ ପ୍ରକାର ପଶୁ ପକ୍ଷୀଙ୍କର ଚିକିତ୍ସା କରାଯାଏ। କିନ୍ତୁ ଆପଣ କେବେ ଏମିତି ଏକ ଡାକ୍ତରଖାନା ବିଷୟରେ ଶୁଣିଛନ୍ତି...
ଭୁବନେଶ୍ଵରରେ ହେବ ଦୁର୍ଗାପୂଜା – ଲାଗିବନି ତୋରଣ, ହେବନି ରାବଣ ପୋଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିରାଡମ୍ଵର ଦୁର୍ଗାପୂଜା
ବାଜିବନି ବାଜା, ଲାଗିବନି ତୋରଣ
ରାବଣ ପୋଡ଼ି ହେବନି
ସ୍ଵଇଚ୍ଛାରେ ଲୋକେ ଚାନ୍ଦା ଦେବେ
୪ରୁ ୫ ଫୁଟ୍ ଉଚ୍ଚତାର ମୂର୍ତ୍ତି ହେବ
ଭୁବନେଶ୍ଵରରେ ବିନା ଆଡମ୍ଵରରେ ହେବ...
କଟକରେ ଦୁର୍ଗାପୂଜାକୁ ଅନୁମତି ଦେଲେ ଜିଲ୍ଲାପାଳ, ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ପୂଜା କମିଟିଗୁଡ଼ିକ କୋଭିଡ କଟକଣା ସହ ଏଥର ଦୁର୍ଗାପୂଜାକୁ ଆୟୋଜନ କରିପାରିବେ, ହେଲେ ଏଥର ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବନାହିଁ। ଏନେଇ ଆଜି କଟକ...





















