୪୮ ଘଣ୍ଟାରେ ଅମ୍ପନ କ୍ଷୟକ୍ଷତିର ରିପୋର୍ଟ ଦେବେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ...
ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି।
ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅମ୍ପନ’। ଦୀଘା ଓ ହାତୀଆ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ...
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି, ୩୨୭ ଟିମ୍ ନିୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ କାରଣରୁ ଏବେ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ଖୁବଶୀଘ୍ର ସେମାନଙ୍କ ପାଖରେ ବିଦ୍ୟୁତ୍ ପହଞ୍ଚାଯିବ। ଏଥିପାଇଁ ବର୍ତ୍ତମାନ ୩୨୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏନେଇ...
ଅମ୍ପନ ଅପ୍ଡେଟ୍ – ସନ୍ଧ୍ୟା ୫ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍ଡେଟ୍ @5PMରୁ…
ଆରମ୍ଭ ହେଲା ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ଦିନ ୨ଟାର ୩୦ରୁ ଆରମ୍ଭ ହୋଇଛି...
ଆଜି ସନ୍ଧ୍ୟା ପରେ ବାଲେଶ୍ୱର, ଭଦ୍ରକରେ ପବନର ବେଗ କମିଯିବ – ଆଇଏମ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରବନରେ ହିଁ ବାତ୍ୟା ଲ୍ୟାଣ୍ଡଫଲ୍ କରୁଛି। ଅପରାହ୍ଣ ସାଢ଼େ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୪ ଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିବ।
ଏହାର...
ଆରମ୍ଭ ହେଲା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା – ୪ ଘଣ୍ଟା ଧରି ଜାରି ରହିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୨.୩୦ରୁ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ। ଏନେଇ ସୂଚନା...
ବାଲେଶ୍ୱରରେ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ବହୁଛି ପବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛି। ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ପବନ ବହୁଛି। ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହୁଛି।
ପାରାଦୀପଠାରୁ ୧୫୦ କିଲୋମିଟର ଦୂରକୁ...
ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଲେ ଏସ୍ଆରସି ପ୍ରଦୀପ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ସମୟରେ ପରେ ଆରମ୍ଭ ହେବ ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହାକୁ ନେଇ ତାଜା ଅପଡେଟ୍ ଦେଲେ ଏସ୍ଆରସି ପ୍ରଦୀପ ଜେନା।
ସନ୍ଧ୍ୟା ୫ଟା ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ପନ।
...
ଦିନ ୪ଟାରୁ ଆରମ୍ଭ ହେବ ଅମ୍ପନର ଲ୍ୟାଣ୍ଡଫଲ୍ ପକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅପରାହଣ ୪ଟାରୁ ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପକ୍ରିୟା ଆରମ୍ଭ ହୋଇଯିବ। ଏହି ପକ୍ରିୟା ପ୍ରାୟତଃ ୨ ଘଣ୍ଟା ଧରି ଚାଲିବ। ଏନେଇ ଏବେ ତାଜା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ...
କେନ୍ଦ୍ରାପଡ଼ା: ପ୍ରସୂତିଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ଦମକଳ ଗାଡ଼ିରେ ଛୁଆ ଜନ୍ମ କଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେତେବେଳେ କମ୍ପନ କରୁଥିଲା ସେତେବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଭଲ କାମ କରି ପ୍ରଶଂସା ସାଉଁଟିଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସ୍ତାରୁ ୨୨ଟି ଗଛ କାଟି...





















