amphan update

ଅମ୍ପନ ଅପଡେଟ୍ – ସନ୍ଧ୍ୟା ୭ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ମହାବାତ୍ୟା ଅତିଭୀଷଣ ବାତ୍ୟାରେ...

ତଳିଆ ଅଞ୍ଚଳରୁ ବିପନ୍ନମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ରାପଡାରେ ଡିଆଇଜି ଆଶିଷ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡି ଆସୁଛି ଅମ୍ପନ। କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ପ୍ରତି ରହିଛି ବିପଦ। ଏନେଇ ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ସ୍ଥାନାନ୍ତର ବେଳେ ରାଜନଗର ବ୍ଲକ ତାଳଚୂଆ...

ବାତ୍ୟା ପାଇଁ ଓଡ଼ିଶାରେ ୧୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ, କେଉଁ ଜିଲ୍ଲାରେ କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=ZSMrYcSRSgw ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ଓଡ଼ିଶାର ୭ଟି ଜିଲ୍ଲାରେ ୧୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ରଖାଯାଇଛି। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ଉପରେ ବିଶେଷ...

ଆସୁଛି ବାତ୍ୟା ଅମ୍ପନ – ପଶ୍ଚିମବଙ୍ଗରେ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ମହାବାତ୍ୟା ଅମ୍ପନ। ଏହି ମହାବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପଶ୍ଚିମବଙ୍ଗ। ଏପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିସାରିଲେଣି ପଶ୍ଚିମବଙ୍ଗ ସରକାର। ଏହାସହ ବାତ୍ୟାର...

ସମୁଦ୍ରରେ ଆଗକୁ ବଢୁଛି ଅମ୍ପନ – ଆସନ୍ତାକାଲି ସକାଳେ ଓଡ଼ିଶାରେ ପବନର ବେଗ ଅଧିକ ରହିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=ZSMrYcSRSgw] ଦକ୍ଷିଣ ଉପକୂଳ ଓଡ଼ିଶାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିଛି ଆସନ୍ତାକାଲି ସକାଳେ ପବନର ବେଗ ବଢ଼ିବ ୭୫ରୁ ୯୧ କିଲୋମିଟର ବେଗରେ ବହିପାରେ ପବନ ଉତ୍ତର...
Amphan

ବାତ୍ୟା ପୂର୍ବରୁ ଓ ପରେ କ’ଣ କରିବେ? ଗାଇଡଲାଇନ୍ ଜାରି କଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ବାତ୍ୟା ଅମ୍ପନ ପ୍ରଭାବରୁ ରକ୍ଷା କରିବା ପାଇଁ ଡିଲ୍ଲା ପ୍ରଶାସନ ତରଫରୁ ଯଥା ସମ୍ଭବ ଚେଷ୍ଟା ଚାଲିଛି। ଏନେଇ ବାଲେଶ୍ୱର ଜିଲ୍ଲାରେ, ବାତ୍ୟା ସମୟରେ ପରିସ୍ଥିତିର ମୁକାବିଲା ତଥା ଉଦ୍ଧାର...

ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡ଼ା ପ୍ରସ୍ତୁତ – ଜାଲ, ଡଙ୍ଗାକୁ ସୁରକ୍ଷିତ ରଖୁଛନ୍ତି ମତ୍ସଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନକୁ ନେଇ କେନ୍ଦ୍ରାପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି। ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟାକୁ ଦୃଷ୍ଟିରେ ରଖି ମାଛଧରା ଉପରେ ରୋକ ଲଗାଇଛି ପ୍ରଶାସନ।...
amphan

ବାତ୍ୟା ଅମ୍ପନ – ଓଡ଼ିଶା ସମେତ ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ ଓ ବିହାରରେ ପଡ଼ିବ ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ZSMrYcSRSgw] ଓଡ଼ିଶା ସହିତ ପଶ୍ଚିମବଙ୍ଗ, ବିହାର, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ବାତ୍ୟା ଅମ୍ପନର ପ୍ରଭାବ ପଡ଼ିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ ଏବେ ସ୍ଥଳଭାଗ...
Amphan

ଅମ୍ପନ ମୁକାବିଲା: ଭିଡିଓ ଜାରି କରି ସଚେତନ କରାଇଲେ ଭଦ୍ରକ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ମହାବାତ୍ୟା ରୂପରେ ପାଖେଇ ଆସୁଥିବା ଅମ୍ପନର ମୁକାବିଲା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏକ ଭିଡିଓ ଜରିଆରେ ଲୋକମାନଙ୍କୁ ସଚେନନ କରାଇଛନ୍ତି। ମହାବାତ୍ୟା...

ପାରାଦୀପଠାରୁ ୪୨୦ କିଲୋମିଟର ଦୂରରେ ବାତ୍ୟା ଅମ୍ପନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ବାତ୍ୟା ୪୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ଅମ୍ପନ। ଦୀଘାଠାରୁ ୫୭୦...