ଶିଖର ଧାୱନଙ୍କ ଧୂଆଁଧାର ଶତକ, ୩୫ ଓଭର ସୁଦ୍ଧା ଭାରତ – ୨୨୪/୨

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିଶ୍ୱକପ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧୂଆଁଧାର ଶତକ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପଡ଼ିଆକୁ ଆସିଥିଲେ...

ଟିମ୍‌ ଇଣ୍ଡିଆର ଜବରଦସ୍ତ ଓପନିଂ – ଧାୱନ୍, ରୋହିତଙ୍କ ଅର୍ଦ୍ଧଶତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଣ୍ଡନର ଓଭାଲଠାରେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟି କରିଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ ଓପନିଂ କରିଛି। ଭାରତୀୟ ଦଳର ଓପନର ହିଟ୍‌ ମ୍ୟାନ୍‌ ରୋହିତ...

ଭାରତର ପ୍ରଥମେ ବ୍ୟାଟିଂ – ଟସ୍ ସହ ମ୍ୟାଚ୍ ହାତେଇବା ଲକ୍ଷରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପର ସେଣ୍ଡେ'ରେ ସୁପର ଫାଇଟ୍‌। କ୍ରିକେଟ ମହାସମରରେ ରବିବାର ଭାରତ ଭେଟିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ଦିନ ୩ଟାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ମ୍ୟାଚ୍‌ ପୂର୍ବରୁ...

୨୦ ବର୍ଷ ପରେ ଲଣ୍ଡନ ମାଟିରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ମହାସମରରେ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବାକୁ ଯାଉଛି ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌। ଭାରତ ପାଇଁ ଆଜିର ମ୍ୟାଚ୍‌...

ଜସନ୍‌ ରୟଙ୍କ ଧୂଆଁଧାର ୧୫୩, ଇଂଲଣ୍ଡ ୩୮୬/୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶକୁ ୩୮୭ରନ୍‌ର ଟାର୍ଗେଟ ଦେଲା ଘରୋଇ ଇଂଲଣ୍ଡ ଟିମ୍‌। ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ଶନିବାର ବାଂଲାଦେଶକୁ ଭେଟିଛି ଘରୋଇ ଇଂଲଣ୍ଡ ଟିମ୍‌। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନିର୍ଦ୍ଧାରତ...

ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କଲା ବାଂଲାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପ୍‌ରେ ଆଜି ଘରୋଇ ଟିମ୍‌ ଇଂଲଣ୍ଡକୁ ଭେଟିଛି ବାଂଲାଦେଶ। ୱେଲ୍‌ସର ରାଜଧାନୀ କାଡ୍ରିଫ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ପାଇଁ  ନିଷ୍ପତ୍ତି ନେଇଛି। ତେବେ ଅୟୋଜକ...

ବିଶ୍ୱକପ୍‌ରେ ଆଜି ଦୁଇଟି ମ୍ୟାଚ୍‌ – ଇଂଲଣ୍ଡ ବନାମ ବାଂଲାଦେଶ, ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ମହାସମର କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯାଉଛି। କାଡ୍ରିଫ୍‌ରେ ଅପରାହ୍‌ଣ ୩ଟାରେ ଘରୋଇ ଇଂଲଣ୍ଡ ବାହିନୀକୁ ଭେଟିଛି ବାଂଲାଦେଶ। ଅନ୍ୟପଟେ ଟଣ୍ଟନରେ ସନ୍ଧ୍ୟା ୬ଟା ବେଳେ ଆଫଗାନିସ୍ତାନ...

ଧୋନିଙ୍କ ଗ୍ଲୋଭ୍‌ସରେ ରହିବନି ‘ବଳିଦାନ ପ୍ରତୀକ’ – ନହେଲେ ଦେବାକୁ ପଡ଼ିବ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧୋନିଙ୍କ ଗ୍ଲୋଭ୍‌ସରେ ରହିବନି ‘ବଳିଦାନ ପ୍ରତୀକ'। ବିଶ୍ୱକପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚରେ ଧୋନି ବଳିଦାନ ପ୍ରତୀକ ଗ୍ଲୋଭ୍‌ସ ପିନ୍ଧି ଖେଳିବେ କି ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଯଦି...

‘ବଳିଦାନ ପ୍ରତୀକ’ ଗ୍ଲୋଭ୍‌ସ ପିନ୍ଧି ଖେଳି ପାରିବେନି ଧୋନି

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ୱିକେଟ କିପର୍ ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ଗ୍ଲୋଭ୍‌ସରେ ରହିବନି ‘ବଳିଦାନ ପ୍ରତୀକ’। ଆଜି ଏହା ବିସିସିଆଇକୁ ସ୍ପଷ୍ଟ କରିଦେଇଛନ୍ତି ଆଇସିସି। ଫଳରେ ବିସିସିଆଇ ଏବଂ ଧୋନିଙ୍କୁ...

ଆରମ୍ଭରୁ ବିଜୟ ଅଭିଯାନ – ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଚମକିଲା ଟିମ୍ ଇଣ୍ଡିଆ। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି। ଦକ୍ଷିଣ ଆଫ୍ରିକାକୁ ୬...