ରୋହିତ ଶର୍ମାଙ୍କ ଦମଦାର ଶତକ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୩ତମ ସେଞ୍ଚୁରି କ୍ଲବରେ ସାମିଲ ହୋଇଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା। ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ ରୋହିତ ଶର୍ମା ଆଜି ଦମଦାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ...

ଆସନ୍ତାକାଲିଠୁ ଭାରତର ବିଶ୍ୱକପ୍ ଅଭିଯାନ – ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲିଠୁ ଟିମ୍‌ ଇଣ୍ଡିଆ ଆରମ୍ଭ କରିବ ତା'ର ବିଶ୍ୱକପ୍ ଅଭିଯାନ। ପ୍ରଥମ ପ୍ରତିଦ୍ୱନ୍ଦୀ ଭାବେ ଭାରତ ବୁଧବାର ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଆସନ୍ତାକାଲି ଅପରାହଣ ୩ଟାରେ ସାଉଥ୍‌ହମ୍ପଟନ୍‌ରେ ଏହି ବହୁ...

ବର୍ଷା ହେବାରୁ ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପ୍ ୨୦୧୯ : ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି। ବର୍ଷା ହେବାରୁ ଅଧାରୁ ମ୍ୟାଚ୍‌ ବନ୍ଦ। କ୍ରିକେଟ ମହାସମରେ ଆଜି ଆଫଗାନିସ୍ତାନକୁ ଭେଟିଛି ଶ୍ରୀଲଙ୍କା। ଦିନ ୩ଟାରେ କ୍ରାଡିଫ୍‌ର...

ଇଂଲଣ୍ଡକୁ ୩୪୯ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ଆଜି ପାକିସ୍ତାନକୁ ଭେଟିଛି ଘରୋଇ ଇଂଲଣ୍ଡ। ପ୍ରଥମ ଇନିଂସ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦେଇଛି ବଡ଼ ସ୍କୋର। ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ...

ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ମହାସମରରେ ସୋମବାର ପାକିସ୍ତାନ ଇଂଲଣ୍ଡ ମୁହାଁମୁହିଁ। ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ନଟିଂହାମ୍‌ରେ ଖେଳାଯାଉଥିବା ଏହି...

କୋହଲି ଆହତ – ଜୁନ ୫ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ମହାସମର ଆଇସିସି ବିଶ୍ୱକପ୍‌ ୨୦୧୯ରେ ଭାରତର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ସହିତ ଅଛି। ଆସନ୍ତା ଜୁନ ୫ ତାରଖରେ ଭାରତ ଦକ୍ଷିଣ ଆଫ୍ରକିକୁ ଭେଟିବ। ତେବେ ଏହାର ତିନି...

ଶ୍ରୀଲଙ୍କାକୁ ଅତି ସହଜରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଡ୍ରିଫ୍‌'ର ସୋଫିଆ ଗାର୍ଡେନ୍‌ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ସହଜ ବିଜୟ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୧୩୬ ରନ୍‌ରେ...

ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ୍‌ କ୍ରିକେଟ ମହାସମରରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ଗୋଟଏ ପଟେ କାଡ୍ରିଫ୍‌ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମୁହାଁ ମୁହିଁ ହୋଇଥିବା ବେଳେ ଭେଟିଥିବା ବେଳେ ବ୍ରିଷ୍ଟଲରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ...

ଶ୍ରୀଲଙ୍କା ୧୩୬ରେ ସଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଡ୍ରିଫ୍‌'ର ସୋଫିଆ ଗାର୍ଡେନ୍‌ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ୱକପର ତୃତୀୟ ମ୍ୟାଚ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୧୩୬ ରନ୍‌ରେ ଅଲ୍‌ଆଉଟ କରିଦେଇଛି।...

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଶ୍ରୀଲଙ୍କା -୯୭/୬

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପର ତୃତୀୟ ମ୍ୟାଚରେ ଶନିବାର ଶ୍ରୀଲଙ୍କାକୁ ଭେଟିଛି ନ୍ୟୁଜିଲାଣ୍ଡ।  ଦିନ ୩ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।...