ପରଲୋକରେ ବିଶିଷ୍ଟ ଓଡ଼ିଆ ସିନେ ନିର୍ଦ୍ଦେଶକ ରାଜୁ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର। ଆଜି ୭୨ ବର୍ଷ ବୟସରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ସିନେ ନିର୍ଦ୍ଦେଶକ, ଲେଖକ, ସିନେମାଟୋଗ୍ରାଫର ଭାବେ...

କଟକ: କଟକଣାରେ ହେବ କାଳୀପୂଜା, ବାଣ ବ୍ୟବସାୟୀଙ୍କୁ ମିଳିବ ଲାଇସେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ ଗଣେଶ ପୂଜା, ଦଶହରା ପରେ ଏବେ କାଳୀପୂଜାକୁ ବି କଟକଣା ମଧ୍ୟରେ ଆୟୋଜନ କରାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୫୦ ଅଧିକରୀ...

ହାଥରସ୍ ଘଟଣା – ଉତ୍ତରପ୍ରଦେଶ ସରକାରଙ୍କୁ ରିପୋର୍ଟ ଦେଲା ଏସ୍ଆଇଟି, ସୋମବାର କୋର୍ଟରେ ହେବ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଏସ୍ଆଇଟି ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛି। ଉତ୍ତରପ୍ରଦେଶର ଗୃହ ସଚିବ ଭଗବାନ ସ୍ୱରୂପଙ୍କ ନେତୃତ୍ୱରେ ଏହି ସ୍ପେଶାଲ୍ ଟିମ୍ ନିଜର ତଦନ୍ତ...

କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ଓଡ଼ିଶାଲାଇଭ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ମିଶିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜେ ନିଜକୁ କ୍ୱାରେଣ୍ଟାଇନ...

କଟକ: କୁକୁରକୁ ଢେଲା ମାରିବାରୁ ପଡ଼ୋଶୀଙ୍କୁ ହତ୍ୟାକଲେ ଅଜା-ନାତି

ଓଡ଼ିଶାଲାଇଭ୍ ବ୍ୟୁରୋ ପଡୋଶୀଙ୍କ ଭୁକିଲା କୁକୁରକୁ ଢେଲା ମାରିବା ଭଳି ମାମୁଲି ଘଟଣାକୁ କେନ୍ଦ୍ର କରି ଶନିବାର ରାତିରେ କିଶନନଗର ଥାନା ବାଲିସୁକ୍ରି ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଅଜା-ନାତି ଦୁଇ...

ରାଜଧାନୀରେ ପ୍ଲାଷ୍ଟିକ, ଜରି ବ୍ୟବହାର ବେଲଗାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ବେଧଡକ ଚାଲିଛି। କରୋନା ଓ ଲକଡାଉନ ଯୋଗୁଁ ପ୍ଲାଷ୍ଟିକ ଓ ଜରିର ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂରା ବନ୍ଦ ହୋଇଯାଇଛି। ଭୁବନେଶ୍ୱର ମହାନଗର...

ପୁଣି ଚର୍ଚ୍ଚାରେ ବାବା କା ଢାବା – ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ଆର୍ଥିକ ଠକେଇ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛିଦିନ ତଳେ ୟୁଟ୍ୟୁବ, ଫେସବୁକ୍, ଟୁଇଟରରେ ଚମତ୍କାର ଟ୍ରେଣ୍ଡ କରିଥିବା ବାବା କା ଢାବା ପୁଣି ଚର୍ଚ୍ଚାରେ। ୟୁଟ୍ୟୁବର ଗୌରବ ୱାସନଙ୍କ ବିରୋଧରେ ବାବା କା ଢ଼ାବାର ମାଲିକ କାନ୍ତାପ୍ରସାଦ ଆର୍ଥିକ...

ଓଡ଼ିଶା କରୋନା ରିପୋର୍ଟ – ଆଜି ୧୩୮୯ ପଜିଟିଭ୍‌ ଚିହ୍ନଟ, ୯ ମୃତ

ରାଜ୍ୟରେ ଆଜି ଆଉ ୧୩୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୮ ଓ ଲୋକାଲ କେସ୍‌ ୫୯୧ ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ଚିହ୍ନଟ...

କଟକ ସହରରେ ଆରମ୍ଭ ହେଲା ସେରୋ ସର୍ଭେ – ମିଳିବ ଆଣ୍ଟବଡି ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ୨୫ ଟି ଓ୍ୱାର୍ଡରେ ଏହି ସର୍ଭେ କରାଯାଉଛି। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପୁଲ ନିଆଯାଇ ସର୍ଭେ...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ରାଜ୍ୟପାଳ। ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସେ ଟୁଇଟରେ ଲେଖିଛନ୍ତି। ଏଥିସହିତ...