ଶୀତ ଋତୁରେ ବଢୁଛି କରୋନା ସଂକ୍ରମଣ – ପୁଣି ଲକଡାଉନ୍ ଜାରି କରିବେ ତିନୋଟି ଦେଶ!

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁରୋପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ଆତଙ୍କ ଜାରି ରଖିଛି। ତେବେ ଗତ କିଛି ଦିନ ଧରି ୟୁରୋପରେ କରୋନା ସଂକ୍ରମିତଙ୍କ...

ଆଜିଠୁ ଆରମ୍ଭ ହେଲା ଫ୍ଲିପକାର୍ଟର ‘ବିଗ୍ ଦିୱାଲୀ ସେଲ୍’, ମିଳିବ ଏହିସବୁ ଦମଦାର୍ ଅଫର

ଓଡ଼ିଶାଲାଇଭ୍ ବ୍ୟୁରୋ ଫ୍ଲିପକାର୍ଟ ବିଗ ବିଲିୟନ ଡେଜ୍‌ ସେଲ୍‌ରେ ଯେଉଁ ଗ୍ରାହକମାନେ ଫାଇଦା ଉଠାଇ ପାରି ନାହାନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାହିଁକି ନା ଆଜିଠୁ ଆରମ୍ଭ ହେଲା ଫ୍ଲିପକାର୍ଟର ‘ବିଗ୍ ଦିୱାଲୀ...

୬୫ ବର୍ଷରେ ଦ୍ୱିତୀୟ ବିବାହ କଲେ ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲଭେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ। ଏଥର କିନ୍ତୁ କୌଣସି କେସ୍‌ ପାଇଁ ନୁହେଁ ବରଂ ନିଜର ଦ୍ୱିତୀୟ ବିବାହ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ୬୫ ବର୍ଷ...

କାଜଲଙ୍କ ହାତରେ ଲାଗିଲା ମେହେନ୍ଦୀ, କାଲି ବାହାଘର

ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ ତାରିଖରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କର ହଳଦୀ ଓ ମେହେନ୍ଦୀ ଉତ୍ସବ ଶେଷ ହୋଇଛି। ଗୁରୁବାର ଦିନ କାଜଲ...

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ। ଗୁରୁବାର ସକାଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ...

କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ – ୧୨୯୭ରେ ପହଞ୍ଚିଲା ମୋଟ ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦିନକରେ ଆଉ ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୯୭କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...

ରାଜ୍ୟରେ ୧,୬୧୭ ନୂଆ ପଜିଟିଭ୍ ଚିହ୍ନଟ, ୨ ଲକ୍ଷ ୮୭ ହଜାର ଡେଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧,୬୧୭ ନୂଆ ପଜିଟିଭ୍ କ୍ଵାରେଣ୍ଟାଇନ୍‌ରୁ ୯୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଜଣ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯କୁ ବୃଦ୍ଧି ରାଜ୍ୟର ସମସ୍ତ ୩୦ ଜିଲ୍ଲା...

କେହି ବାଦ ପଡ଼ିବେନି, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯିବ ଟିକା – ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଙ୍କଟ ସାରାବିଶ୍ୱରେ ଜାରି ରହିଛି। ଭାରତରେ ମଧ୍ୟ କରୋନାର ଅନେକ ଟିକା ଉପରେ ଏବେ ପରୀକ୍ଷଣ ଚାଲିଛି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ବୟାନ ଦେଇଛନ୍ତି।...

ଜୟପୁର: ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କୋଭିଡ୍ ଯୋଗୁ ବିଳମ୍ବରେ ପରୀକ୍ଷା ହୋଇଥିବା ବେଳେ ରେଜଲ୍ଟ ମଧ୍ୟ ବିଳମ୍ବରେ ବାହାରିଛି। ଚଳିତବର୍ଷ...

ପଶ୍ଚିମବଙ୍ଗ ପୋଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦ – ‘‘ସୋସିଆଲ ମିଡିଆ ପୋଷ୍ଟ ନେଇ ଲୋକଙ୍କୁ ହଇରାଣ କରନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା କାଳରେ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାଧାରଣ ଲୋକଙ୍କୁ ପୋଲିସ ହଇରାଣ କରିପାରିବେନି ବୋଲି କୋର୍ଟ କହିଛନ୍ତି। ଏଥିସହିତ ସୋସିଆଲ ମିଡିଆ...