ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କୋହଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୫ ତାରିଖରେ ଗ଼ଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସମେତ ରାଉରକେଲା ପୌରାଞ୍ଚଳରେ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ହେବ ସପ୍ତାହନ୍ତ ସଟଡାଉନ୍। ସ୍ଵାଧୀନତା ଦିବସ ଅବସରରେ ସର୍ତ୍ତମୂଳକ ଭାବେ...
Nurse wearing respirator mask holding a positive blood test result for the new rapidly spreading Coronavirus, originating in Wuhan, China

ଆଗକୁ ରାଜ୍ୟରେ ଦିନକୁ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ – ଆଇଏଲଏସ୍ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗକୁ ରାଜ୍ୟରେ ଦିନକୁ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ହେଉଛି ଯୋଜନା। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ସୂଚନା। ‘‘ରାଜ୍ୟରେ ପ୍ରତିଦିନ ବଢ଼ୁଥିବା କରୋନା...

ନୂଆଁଖାଇରେ ନବାନ୍ନ ଲାଗି ପାଇଁ ଲଗ୍ନ ନିର୍ଦ୍ଧାରିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ୨୩ ତାରିଖ ସକାଳ ୯.୩୫ରୁ ୯.୫୦ ମଧ୍ୟରେ ଲାଗି ହେବ ନବାନ୍ନ। ସମ୍ଵଲପୁରର ଅଧିଷ୍ଟାତ୍ରୀ ଦେବୀ ମା'...

ସୁନ୍ଦରଗଡ଼ ଓ କେନ୍ଦୁଝରରୁ ଦାରିଦ୍ର୍ୟ ହଟେଇବା ପାଇଁ ସରକାରଙ୍କ ନୂଆ ଫର୍ମୁଲା – ଗରିବଙ୍କ ଆକାଉଣ୍ଟକୁ ଆସିବ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀଙ୍କ ଅନ୍ତର୍ଜାତୀୟ ସଂସ୍ଥା ଜେ-ପାଲ୍‌ ସହ ହାତ ମିଶାଇଲେ ଓଡ଼ିଶା ସରକାର। ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ସାମଗ୍ରିକ ମୌଳିକ ଆୟର ବ୍ୟବସ୍ଥା। ଏହା ଉପରେ...

ଅଣକୋଭିଡ୍ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ ସରକାର – ବିଶ୍ଵରଞ୍ଜନ ମହାନ୍ତି

ଓଡିଶାଲାଇଭ୍ ବ୍ୟୁରୋ କୋଭିଡ୍ ସମୟରେ ଆମ ରାଜ୍ୟରେ ହଜାର ହଜାର ଅଣକୋଭିଡ୍ ରୋଗୀ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଏଣୁ ରାଜ୍ୟରେ ଅଣକୋଭିଡ୍ ରୋଗୀମାନଙ୍କ ପାଇଁ ସରକାର ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ସର୍ବଭାରତୀୟ କଂଗ୍ରେସ...

ଟ୍ରେନିଂ ବେଳେ ମହାନଦୀରେ ବୁଡ଼ି ଯବାନ ମୃତ

ଓଡିଶାଲାଇଭ୍ ବ୍ୟୁରୋ ବୌଦ୍ଧ ଜିଲ୍ଲା ଆଇଆର୍‌ବି ଯବାନମାନେ ପ୍ରଶିକ୍ଷଣ ନେଲା ବେଳେ ଆଜି ଏକ ଅଘଟଣ ଘଟିଛି। ପ୍ରଶିକ୍ଷଣ ନେଉଥିବା ଜଣେ ଆଇଆର୍‌ବି ଯବାନ ମହାନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଯବାନ ଜଣକ କନ୍ଧମାଳର...

କୋଭିଡ୍ ପରିଚାଳନା ନେଇ ୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟର ସର୍ବାଧିକ ସଂକ୍ରମିତ ୪ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଉପରେ ଅଧିକ ଧ୍ୟାନ...

ସଫଳତାର ସହ ୧୪ ବର୍ଷ ପୂରା କଲା ଟାଟା ସ୍କାଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୬, ଅଗଷ୍ଟ ୮ରେ ଅଗ୍ରଣୀ ଡିଟିଏଚ୍ ସେବା ପ୍ରଦାନକାରୀ କମ୍ପାନି ଟାଟା ସ୍କାଏ ନିଜର ଯାତ୍ରା ଆରମ୍ଭ କରିଥିଲା। ଟାଟା ସ୍କାଏ ସଫଳତାର ସହ ୧୪ ବର୍ଷ ପୂରା କରିଛି। ଅଗଷ୍ଟ...

ଅଗଷ୍ଟ ୨୧ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଓଡିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୨୧ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସାମ୍‌ସ ସେଣ୍ଟର ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ନନ୍ଦନକାନନରେ ବିଶ୍ୱ ହାତୀ ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଶ୍ୱ ହାତୀ ଦିବସ। ହାତୀ ଆମର ବନ୍ଧୁ, ଶତ୍ରୁ ନୁହେଁ। ଏକଥା ଲୋକଙ୍କୁ ଜଣାଇବା ପାଇଁ ହାତୀ ଦିବସ ପାଳନ କରାଯାଉଛି। ସାରା ବିଶ୍ୱରେ ହାତୀ ବଂଶ ବୃଦ୍ଧି ଓ...