ବ୍ରିଟେନରେ ପ୍ରତିଷ୍ଠା ହେବ ପ୍ରଥମ ଜଗନ୍ନାଥ ମନ୍ଦିର

ଓଡିଶାଲାଇଭ୍ ବ୍ୟୁରୋ ୟୁକେରେ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହା ହେବ ବ୍ରିଟେନରେ ପ୍ରଥମ ଜଗନ୍ନାଥ ମନ୍ଦିର। ୟୁରୋପରେ ମଧ୍ୟ ଏହା ପ୍ରଥମ ଜଗନ୍ନାଥ ମନ୍ଦିର ହେବାକୁ...

ସୋମା ମଣ୍ଡଳ ହେବେ ସେଲର ପରବର୍ତ୍ତୀ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପବ୍ଲିକ ଏଣ୍ଟର ପ୍ରାଇଜସ ସେଲେକ୍ସନ ବୋର୍ଡ଼ (ପିଇଏସ୍‌ବି) ପକ୍ଷରୁ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ (ସେଲ୍‌)ର ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ସୋମା ମଣ୍ଡଳଙ୍କ ନାମ ସୁପାରିଶ କରା ଯାଇଛି। କେନ୍ଦ୍ର କ୍ୟାବିନେଟ...
corona US

ଦେଶରେ ୪୬ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୮୩୪ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୦,୯୬୩ ଆକ୍ରାନ୍ତ, ୮୩୪ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୨୯,୬୩୯କୁ ବୃଦ୍ଧି କରୋନାଜନିତ ମୃତ୍ୟୁସଂଖ୍ୟା ୪୬,୦୯୧କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଓଡିଶାଲାଇଭ୍ ବ୍ୟୁରୋ ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟା ୩୦ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ। ଛାତ୍ରଛାତ୍ରୀମାନେ www.orissaresults.nic.in ଓ୍ଵେବ୍‌ସାଇଟ୍‌ରେ ନିଜ ରେଜଲ୍ଟ ଦେଖିପାରିବେ। ରାଜ୍ୟରେ...

ଜନ୍ମଦିନରେ ଜାଣନ୍ତୁ ସୈଫଙ୍କ ଲାଡଲୀ ସାରାଙ୍କ ସିକ୍ରେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଆଜି ଜନ୍ମଦିନ। ୧୯୯୫ରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି...

ଓଲିଉଡରେ ଶିଶୁ କଳାକାର ଭାବେ କରିଥିଲେ ଖୁବ୍ ନାଁ, ଏବେ ହିନ୍ଦୀ ୱେବ୍ ସିରିଜ କରି ଚର୍ଚ୍ଚାରେ ସନ୍ଦୀପ...

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନବେ ଦଶକର ଓଡ଼ିଆ ସିନେମାରେ ଏକଦା ଶିଶୁ କଳାକାର ଭାବେ ବେଶ୍ ନାଁ କରିଥିଲେ। ଏବେ ମୁମ୍ବାଇରେ ହିନ୍ଦୀ ୱେବ୍ ସିରିଜ୍‌ର ପ୍ରଯୋଜନା କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା...

ଆଜି ନନ୍ଦ ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଜନ୍ମାଷ୍ଟମୀ। ଆଜି ପାଳନ ହୋଇଛି ନନ୍ଦୋତ୍ସବ। ଚାରିଆଡ଼େ ଏହି ଉତ୍ସବ ପାଳନ କରାଯାଉଛି। ତେବେ କାହିଁକି ଏହି ଉତ୍ସବର ନାଁ ନନ୍ଦୋତ୍ସବ ସେ ବିଷୟରେ...

ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ। ସେ ଏବେ ଷ୍ଟେଜ୍‌-୩ରେ ଅଛନ୍ତି। ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ହେବା ପରେ ଡାକ୍ତରମାନେ ଏନେଇ ସୂଚନା ଦେଇଛନ୍ତି। ଅଧିକ...
Vivek Bindra 2

ଅଗଷ୍ଟ ୧୫ରେ ବିବେକ ବିନ୍ଦ୍ରାଙ୍କ ମେଗା ୱେବିନାର – ‘ହାଓ ଟୁ ଷ୍ଟାଟ୍ ଏ ଷ୍ଟାର୍ଟଅପ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=o6UCmAoJi98&feature=youtu.be ଅଗଷ୍ଟ ୧୫ରେ ମେଗା ୱେବିନାର୍‌ କ୍ଷୁଦ୍ର ଉଦ୍ୟୋଗୀ ଏବଂ ଯୁବପିଢ଼ିଙ୍କୁ ମନ୍ତ୍ର ଦେବେ ଡକ୍ଟର ବିବେକ ବିନ୍ଦ୍ରା ଦେଶର ମୋଟିଭେସନାଲ ସ୍ପିକର ହେଉଛନ୍ତି ବିବେକ ବିନ୍ଦ୍ରା ଦିନ ୧୨ଟାରୁ ୧ଟା୩୦...
CORONA POSITIVE

ଭୁବନେଶ୍ଵରରୁ ଆଉ ୧୦୯ ଆକ୍ରାନ୍ତ ଚିହ୍ନଟ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଆଜି ଭୁବନେଶ୍ଵରରୁ ପୁଣି ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୬୦ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ...