ଓଡ଼ିଶାକୁ ଫେରିଲା ଶୀତ ଲହରୀ: ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ଘନ କୁହୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଫେରିଛି ଶୀତ ଲହରୀ। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏନେଇ...
ossc

ଓଏସଏସସି ପକ୍ଷରୁ ସିଏଚଏସଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା କୃଷି ଓ କୃଷକ...

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ହିମନ୍ତ...

ଡୋମ୍ମାରାଜୁ ଗୁକେଶ ବନିଲେ ସର୍ବ କନିଷ୍ଠ ବିଶ୍ଵ ଚେସ୍ ଚାମ୍ପିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ୍ ଚାମ୍ପିୟନଶିପରେ ବିଜୟୀ ହୋଇଛନ୍ତି ଭାରତର ଡୋମ୍ମାରାଜୁ ଗୁକେଶ। ଗୁରୁବାର ସେ ଏହି ପ୍ରତିଯୋଗିତାର ୧୪ତମ ଗେମରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ...

ଛୋଟ ପିଲାଙ୍କର ଘୁଙ୍ଗୁଡ଼ି ସମସ୍ୟା ଥିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=c45uy9Rasoo ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ବିଶେଷ କରି ଛୋଟ ପିଲାଙ୍କ ଘୁଙ୍ଗୁଡ଼ି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି ବାପା ମା’। ତେବେ...

କର୍ପୋରେଟ ଚାକିରି ଛାଡ଼ି ୩୬ ଏକର ଜମିକୁ ଇକୋ ଫାର୍ମରେ ପରିଣତ କଲେ କେରଳ ଦମ୍ପତି

ପୁଷ୍ପମିତ୍ର ମହାନ୍ତି କେରଳର ପାଲକ୍କଡର ଦମ୍ପତି ଜ୍ଞାନା ସାରାଭାନନ ଏବଂ କୃଷ୍ଣସୁଧା। ଏହି ଦମ୍ପତି ୨୦୧୬ ମସିହାରେ ମୋଟା ଅଙ୍କର ଦରମା ପାଉଥିବା କର୍ପୋରେଟ ଚାକିରି ଛାଡ଼ି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଜ୍ଞାନା ଓ...

ଛାଡ଼ପତ୍ର ମାମଲାରେ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ୮ ସୂତ୍ରୀ ଗାଇଡଲାଇନ୍

ପୁଷ୍ପମିତ୍ର ମହାନ୍ତି ବେଙ୍ଗାଳୁରୁରେ ଆଇଟି ଇଂଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୁଷ ଅଧିକାର ଆଇନକୁ ନେଇ ଏବେ ବଡ଼ ଧରଣର ଚର୍ଚ୍ଚା...

କେବେ ନାୟକ କେବେ ଖଳନାୟକ- ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=IxRhTcMgQKM&t=60s ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସିନେ ପରଦାରେ ସେ ସାଜିଛନ୍ତି କେବେ ନାୟକ ତ କେବେ ଖଳନାୟକ। ‘କାଉଁରୀ କନ୍ୟା’ ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ଡେବ୍ୟୁ...

ଏମିତି ଏକ ଦେଶ ଯେଉଁଠି ଘର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସବୁ ମିଳେ ମାଗଣାରେ

ମିନତି ମିଶ୍ର ଆମ ଦେଶରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଜମି କିଣିବା ତଥା ଘର କରିବା ଏକ ପ୍ରକାର ସ୍ୱପ୍ନ। ଘରଟିଏ କରିବାକୁ ହେଲେ ନିଜର ସବୁ ସମ୍ବଳ ଖଟେଇବାକୁ ପଡ଼ିଥାଏ। ଆଉ ଯଦି...

ଦନ୍ତେଓ୍ଵାଡା-ନାରାୟଣପୁର ସୀମାରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଦନ୍ତେଓ୍ଵାଡା-ନାରାୟଣପୁର ସୀମାରେ ଯବାନଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ବସ୍ତର ଆଇଜି ସ୍ପଷ୍ଟ କରିଛନ୍ତି। ଆବୁଝମାଡ଼ ଓ ହିଟୁଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଦନ୍ତେଓ୍ଵାଡା...