ଜାନୁଆରୀ ୩୦ରୁ ଆନ୍ନା କରିବେ ପୁଣି ଅନଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ପୁଣି କରିବେ ଅନଶନ। ଲୋକପାଳ ନିଯୁକ୍ତି ଦାବିରେ ଆନ୍ନା ଜାନୁଆରୀ ୩୦ରୁ ଆମରଣ ଅନଶନରେ ବସିବେ। ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ ଅନୁଯାୟୀ ଦୁର୍ନୀତି ବିରୋଧୀ...

କୋଲକାତା ମହାମେଳିରେ ସାମିଲ ହେଲାନି ବିଜେଡି!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହାମେଳିରୁ ଦୂରେଇ ରହି ବିଜେଡି ସମଦୂରତା କାର୍ଡ ଖେଳିଛି। ମୋଦିଙ୍କ ବିରୋଧରେ କୋଲକାତାରେ ମହାମେଳି କରିଛନ୍ତି ବିରୋଧୀ। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ୨୩ଟି ରାଜନୈତିକ ଦଳ ଏକାଠି...

ନବୀନ ନିବାସକୁ ଲାଲ ଚୁଡ଼ି ପଠାଇବ ବିଜେପି ମହିଳା ମୋର୍ଚ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି। କୁନ୍ଦୁଲି, ପିପିଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସକୁ ଲାଲ...

ମୋଦିଙ୍କ ବିରୋଧରେ ମହାମେଳି – ମମତା କହିଲେ, “ବିଜେପି ପାଇଁ ଆଉ ଆଛେଦିନ ଆସିବ ନାହିଁ”

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ମୋଦି ସରକାରଙ୍କ ବିରୋଧରେ ମହାମେଳି। କୋଲକାତାରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳର ନେତା। "ପାଣିପାଗ ବଦଳୁଛି। ଆକାଶରେ ବାଦଲର ଗତିପଥ ମଧ୍ୟ ବଦଳୁଛି। ତେବେ ବିଜେପି ସରକାର କାହିଁକି...

ସରଳ ସାଧକଙ୍କୁ ବିଦାୟ 

ପ୍ରତିଭା ଶତପଥୀ ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି...

ଧନୁଯାତ୍ରାର ୭ମ ଦିନ – ଧନୁଯାତ୍ରା ଘୋଷଣା କଲେ କଂସ ମହାରାଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭ମ ଦିନରେ କଂସ ମହାରାଜା ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ଘୋଷଣା କରିଛନ୍ତି। ଧନୁଯାତ୍ରା ଦେଖି ଆସିବା ପାଇଁ କୃଷ୍ଣ-ବଳରାମଙ୍କୁ ମଥୁରାକୁ ଆଣିବା ଲାଗି କଂସ ଗୋପପୁରକୁ...

ରାପ୍‌ରେ ‘ଖୁସି ତ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାପର ସମୀର ମହାନ୍ତିଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ବେଶୀ ମାତ୍ରାରେ ଲାଇକ୍‌, କମେଣ୍ଟ ଏବଂ ଶେୟାର ହେବାରେ ଲାଗିଛି। ଏବଂ ଏହି ଭିଡିଓର ଲୋକପ୍ରିୟତା ଖୁବ୍‌...

ଏଥରର ପଥୋତ୍ସବର ଥିମ୍‌, ’ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରୀ ୨୦ (ରବିବାର) ଅନୁଷ୍ଠିତ ହେବାକୁ ଥିବା ୭୫ତମ ପଥୋତ୍ସବ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମର୍ପିତ କରାଯିବ। ଯେହେତୁ ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ପଡ଼ୁଛି ସେଥିଲାଗି ଏଥର ଥିମ୍...

ବର୍ଗର ପାଇଁ ଧାଡ଼ିରେ ଛିଡ଼ା ହେଲେ ବିଲ୍ ଗେଟ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଶ୍ୱର ସବୁଠୁ ଧନୀ ତାଲିକାରେ ଥିବା ବ୍ୟକ୍ତି ଧାଡିରେ ଛିଡ଼ା ହୋଇଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଦୀର୍ଘ ବର୍ଷ...

ଉତ୍କଳ ବିଶ୍ୱବିଦ୍ୟାଳୟରେ ପଞ୍ଚମ ସେମିଷ୍ଟାର ଗଣିତ ଓ କେମେଷ୍ଟ୍ରୀ ପରୀକ୍ଷା ବାତିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଥିବା ଯୁକ୍ତ ୩ ପଞ୍ଚମ ସେମିଷ୍ଟାରର ରସାୟନ ବିଜ୍ଞାନ ଏବଂ ଗଣିତ ପରୀକ୍ଷା ରଦ୍ଦ କରାଯାଇଛି। ଏହି ବାତିଲ ପ୍ରଶ୍ନ ପତ୍ରରେ...