ମାଲକାନଗିରି ପୋଲିସ ଜାଲରେ ୨ ନକଲି ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ପୋଲିସ ଜାଲରେ ଦୁଇ ନକଲି ମାଓବାଦୀ ପଡ଼ିଛନ୍ତି। ପୋଲିସ ଗିରଫ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସରକାରୀ କିରାଣୀ ରହିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କେଶବ ଖିଲ ଏବଂ...

ବୈଜୟନ୍ତଙ୍କ ହେଲିକପ୍ଟର ସିଲ୍ ଘଟଣା – ପୁରୀ ପୋଲିସ ଖୋଲିଲା ହ୍ୟାଙ୍ଗର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୨ ଦିନ ପରେ ଖୋଲିଲା ହ୍ୟାଙ୍ଗର ହ୍ୟାଙ୍ଗରରେ ଥିଲା ତିନୋଟି ହେଲିକପ୍ଟର ୨ଟି ହେଲିକପ୍ଟର ମୁକୁଳିଲା ଅଭିଯୋଗ ଥିବା ହେଲିକପ୍ଟରକୁ ଛାଡ଼ିଲାନି ପୋଲିସ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ...

ଜାନୁଆରୀକୁ ଘୁଞ୍ଚିଲା ଅଯୋଧ୍ୟା ଜମି ମାମଲା ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟ ଘୁଞ୍ଚାଇଲେ ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ମାମଲାର ଶୁଣାଣି। ୨୦୧୯ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି। ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ...

ଲାଇଟ ଆଣ୍ଡ ସାଉଣ୍ଡ ଶୋ’ରେ ଝଲସିବ ବିନ୍ଦୁସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱକପ୍ ହକି ପୂର୍ବରୁ ଝଲସିବ ଏକାମ୍ର କ୍ଷେତ୍ର। ବିନ୍ଦୁ ସାଗରରେ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ'। ଭୁବନେଶ୍ୱରସ୍ଥିତ ବିନ୍ଦୁ ସାଗରରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଲେଜର ଶୋ' ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ...

ହାଇଟେକ୍ ମେଡିକାଲରେ ଲାଗିଲା ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ହାଇଟେକ୍ ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଆଁ ଲାଗି ଯାଇଥିଲା। ମେଡିକାଲ କଲେଜର ଦ୍ୱିତୀୟ ମହଲାରେ...

ଜେଲ୍‌ରେ ଖୋଲିବ କ୍ୟାମ୍ପ କୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଜେଲ୍‌ରେ ଖୋଲିବ କ୍ୟାମ୍ପ କୋର୍ଟ। ସୋମବାର ରାଜ୍ୟର ବିଭିନ୍ନ ଜେଲ୍‌ ଗୁଡ଼ିକରେ କ୍ୟାମ୍ପ କୋର୍ଟ ଖୋଲାଯିବ। ଏଥିରେ କଏଦୀମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ। ଓକିଲ ଆନ୍ଦୋଳନ ଯୋଗୁଁ...

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ୧୨ ଘଣ୍ଟିଆ ବନ୍ଦ ଡାକରା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସୋମବାର ୧୨...

ସମୁଦ୍ର ମଝିରେ ଖସି ପଡ଼ିଲା ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡୋନେସିଆ ଆକାଶରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍ ପିନାଙ୍ଗ୍‌ ଯାଉଥିବା ଏକ ବିମାନ ସମୁଦ୍ରରେ ଖସିପଡ଼ିଛି। ବିମାନଟି ସମୁଦ୍ରରେ ଖସି ପଡ଼ିଥିବା ନେଇ ଇଣ୍ଡୋନେସିଆର...

ବସ-ଟ୍ରକ ମୁହାଁମୁହିଁ – ୫ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଅନ୍ତୁଳିଆ-ମୁଣ୍ଡାସାହିର ରାସ୍ତାର କଇଥସାହି ନିକଟରେ ଏକ ବସ- ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...

ଚାଇନାରେ ବଲିଉଡ ଫିଲ୍ମ ‘ହିଚ୍‌କି’ର କମାଲ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଚାଇନାର ଶହେ କୋଟି କ୍ଲବ୍‌ରେ ସାମିଲ ହେଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍‌କି’। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍‌କି’ ଏବେ ଚାଇନା ବକ୍ସ ଅଫିସରେ...