ପଶ୍ଚିମ ଓଡ଼ିଶାରେ ତେଜିଲା ହାଇକୋର୍ଟ ବେଞ୍ଚ ଦାବି – ବିଚାରପତିଙ୍କୁ ଘେରିଲେ ଓକିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ ତେଜିଛି। ଆଜି ସମ୍ବଲପୁରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ଓ ଦୌରା ଜଜ୍ ମଳୟ ଦାଶ କୋର୍ଟ ଅଭିମୁଖେ...

ରେଡିଓ ପ୍ରେମୀଙ୍କ ପାଇଁ ଖୁସି ଖବର – ଏଣିକି ସୋସିଆଲ ମିଡିଆରେ ଶୁଣି ପାରିବେ ନ୍ୟୁଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନଲାଇନ ଶ୍ରୋତାଙ୍କ ପାଇଁ ଖୁସି ଖବର। ଏବେ ସୋସିଆଲ ମିଡିଆରେ ଶୁଣିପାରିବେ ଆକାଶବାଣୀ କଟକ ତରଫରୁ ପ୍ରସାରଣ କରାଯାଉଥିବା ନ୍ୟୁଜ୍। ରେଡିଓ ପ୍ରେମୀମାନେ ନିଜ ସ୍ମାର୍ଟ ଫୋନ ଜରିଆରେ ଯେକୌଣସି ସମୟରେ...

କେନ୍ଦ୍ରାପଡ଼ାରେ ଜମୁଛି ଗଜଲକ୍ଷ୍ମୀ ପୂଜା – ଥାନପତି ପୂଜାମଣ୍ଡପରେ ମାଣ ବସାଇଲେ ମହିଳା

କେନ୍ଦ୍ରାପଡ଼ାରୁ ନାରାୟଣ ସହାଣୀ ନୂଆ ବସ୍ ଷ୍ଟାଣ୍ଡ ଥାନପତିଙ୍କ ପୂଜା ମଣ୍ଡପରେ ଆଜି ପାଳିତ ହୋଇଛି ମାଣବସା। କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଅନନ୍ୟ ପରମ୍ପରା। ଆଜି ଗୁରୁବାର ଥିବାରୁ ମା'ଙ୍କ ପୂଜାମଣ୍ଡପରେ ମାଣବସା ପାଳିତ ହୋଇଛି।...

ବିପଦସଙ୍କୁଳ ଅବସ୍ଥାରେ କନିକା ଲାଇବ୍ରେରୀ, ତିନି ମାସ ପାଇଁ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ଐତିହାସିକ କନିକା ପାଠାଗାର ବିପଦସଙ୍କୁଳ ହୋଇପଡ଼ିଥିବାରୁ ଗତ ତିନି ମାସ ପାଇଁ ଏହାକୁ ବନ୍ଦ ରଖାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ପୁସ୍ତକ, ପତ୍ରପତ୍ରିକା ଓ ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ପାଇଁ...

ଜିଲ୍ଲାପରିଷଦ ବୈଠକ – ଆସିଲେନି ୧୮ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା, ସ୍ୱାମୀଙ୍କ ଉପସ୍ଥିତିକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ବୈଠକ ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅନୁପସ୍ଥିତ ସ୍ୱାମୀଙ୍କ ଉପସ୍ଥିତକୁ ନେଇ ଚର୍ଚ୍ଚା ଜିଲ୍ଲାପରିଷଦ ଅଧ୍ୟକ୍ଷ କହିଲେ, "ଏମିତି ଭୁଲ୍ ଆଉ ହେବ ନାହିଁ" ନିର୍ମାଣ...

ବାରିପଦା ପରେ ନିଆଳି – ଦାମଙ୍କୁ ବିରୋଧ, ଘେରିଲେ ଅଙ୍ଗନବାଡ଼ି କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଆଳିରେ ଦୁର୍ନୀତି ବିରୋଧୀ ସଭାରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ବିରୋଧ କରିଛନ୍ତି ଅଙ୍ଗନବାଡ଼ି କର୍ମୀ। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପିଛା ଛାଡ଼ୁନି ବିରୋଧ। ଦାମ ଯେଉଁଠି...

ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ୱାଇଏସ୍‌ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ ଘଟଣା ଆନ୍ଧ୍ରପ୍ରଦେଶ ରାଜନୀତିକୁ ସରଗରମ କରିଛି। ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା। ଛୁରାମାଡ଼ରେ...

ମୋଦିଙ୍କୁ ପ୍ରଶ୍ନ କଲେ ରାହୁଲ – ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ହଟାଇଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଫେଲ୍ ଦୁର୍ନୀତିରୁ ବର୍ତ୍ତିବା ପାଇଁ ରାତି ଅଧିଆ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇଦେଲେ କେନ୍ଦ୍ର ସରକାର। ସିବିଆଇ ନିର୍ଦ୍ଦେଶକଙ୍କୁ ହଠାତ୍ ହଟାଇ ଦିଆଯିବା ଉପରେ ମୋଦି ସରକାରଙ୍କୁ ସିଧା ଆଟାକ୍ କରିଛନ୍ତି କଂଗ୍ରେସ...

ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗୁରୁବାର ଅପରାହ୍ନ ୫ଟା ବେଳେ ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ହବିଷ୍ୟାଳି କେନ୍ଦ୍ରଗୁଡ଼ିକର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୪ଟି ସ୍ଥାନରେ ୨୫୦୦...

ଅଭିଜିତଙ୍କୁ ରିମାଣ୍ଡରେ ନେଲା କୋଣାର୍କ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ରିମାଣ୍ଡରେ କୋଣାର୍କ ଥାନା ଗଲେ ଅଭିଜିତ ଆୟାର ମିତ୍ର। ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ଆୟାରଙ୍କୁ ୪...