ଦାମିକା ସେଟ୍ ପାଇଁ ଚର୍ଚ୍ଚାରେ ଏହିସବୁ ହିନ୍ଦୀ ସିନେମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏଭଳି ଅନେକ ସିନେମା ନିର୍ମିତ ହୋଇଛି, ଯାହା କେବଳ କାହାଣୀ ବା ସଙ୍ଗୀତ ପାଇଁ ନୁହେଁ, ବରଂ ସୁଟିଂ ସେଟ୍ ପାଇଁ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା କେଉଁ ବଲିଉଡ...

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି ସମୟରେ ମାଆର ଶରୀରର  ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି...

ଦୋଛକିରେ ମାଲକାନଗିରିର ‘କୁରୁବ’ ଗ୍ରାମବାସୀ! ଲାଲବାହିନୀର ନାଲିଆଖି, ପୋଲିସର ନାଲିକୋଠା ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓବାଦୀଙ୍କ ଭୟ ଏବଂ ପୋଲିସର ନାଲିକୋଠା ଧମକରେ ସନ୍ତୁଳି ହେଉଛନ୍ତି ମାଓ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର କୁରୁବ ଗାଁର ଲୋକେ। ଗୋଟିଏ ପଟେ ଲାଲବାହିନୀର ନାଲିଆଖି। ଅନ୍ୟପଟେ ପୋଲିସ ଭୟ। ଏମିତି ଦୁର୍ବିସହ...

ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: ସମ୍ବିତ ପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାଳସଳଖ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି। ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେଡି। ଛତିଶଗଡ଼ ଏବଂ କେନ୍ଦ୍ରର...

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲିକଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଦାୟି୍ତ୍ୱ ଗ୍ରହଣ...

ନିପା ଭାଇରସ୍ ପାଇଁ ସତର୍କତା: ୩ ଜଣିଆ ଟିମ୍ ଗଠନ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ନିପା ଭାଇରସ୍ ୧୪ ଜଣଙ୍କ ଜୀବନ ନେବା ପରେ ଓଡ଼ିଶା ସରକାର ୩ ଜଣିଆ ଟିମ୍ ଗଠନ କରିଛନ୍ତି। କେରଳରେ ନିପା ଭାଇରସ ଆତଙ୍କ ଖେଳାଇବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ...

କଟକରେ କ’ଣ କହିବେ ମୋଦି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ'ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା' ଉପରେ ସମସ୍ତଙ୍କ ନଜର। ଦୁଇ ବର୍ଷ...

ଷ୍ଟୋନ ସମସ୍ୟା ଥିଲେ ପିଅନ୍ତୁ ଆଖୁ ରସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଖୁରସରେ ମିନେରାଲ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ଥାଏ। ଯାହା ଶରୀରକୁ ଖୁବ୍ ଲାଭ ଦେଇଥାଏ। ଖରା ଦିନେ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଛି। ଖରାରୁ ରକ୍ଷା ପାଇବା ପାଇଁ...

ଶରୀର ପାଇଁ ମହୌଷଧି ଭଳି କାମ କରେ ଘିକୁଆଁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘିକୁଆଁରି ବା ଏଲୋବେରା ଜେଲ୍‌ ତ୍ଵଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। କେବଳ ଯେ ତ୍ଵଚା...

ଓଲିଉଡ ସେଲିବ୍ରିଟିମାନଙ୍କ ସମାଜସେବା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଅଭିନେତାମାନେ ଅଭିନୟ ସାଙ୍ଗକୁ ସମାଜସେବା କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସବ୍ୟସାଚୀ, ଶ୍ରୀତମ ଦାସ, ଆକାଶ ଦାସ ନାୟକ ଓ ଚନ୍ଦନ କର।  ଆସନ୍ତୁ ଜାଣିବା କେଉଁ...