ପାପା ଧୋନିଙ୍କୁ ଫ୍ରୁଟି ପିଆଇଲା କୁନି ଜିଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଚାମ୍ପିଅନ୍ ହେବାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ତାଙ୍କୁ ଫ୍ରୁଟି ପିଆଉଥିବାର ଭିଡିଓ ଭାଇରାଲ ହୋଇଛି। ପାପା ଧୋନିଙ୍କ ଗେହ୍ଲୀ ଝିଅ ଜିଭାଙ୍କୁ ନେଇ...

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ସୀତା ହେଉଛନ୍ତି ଟେଷ୍ଟ ଟ୍ୟୁବ୍ ବେବି’!

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ପରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ। ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ମଥୁରାରେ...

ଚୀନରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ସିନେମା ‘ଟଏଲେଟ୍‌ – ଏକ ପ୍ରେମ କଥା’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଭାରତ ପରେ ଏବେ ଚୀନରେ ରିଲିଜ୍‌ ହେବାକୁ ଯାଉଛି ହିନ୍ଦୀ ସିନେମା ‘ଟଏଲେଟ୍‌ - ଏକ ପ୍ରେମ କଥା’। ଏହି ସିନେମା ଆସନ୍ତା ଜୁନ୍‌ ୮ରୁ ଚୀନରେ ସିନେମା ହଲ୍‍ରେ...

ରାଜେଶ ରୋଶନଙ୍କ ଜିଦ୍ ଯୋଗୁଁ ଫିଲ୍ମ ‘ୟାରାନା’ରେ ରହିଥିଲା ଏହି ରୋମାଣ୍ଟିକ୍ ଗୀତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସୁପରହିଟ୍ ହିନ୍ଦୀ ଫିଲ୍ମ ‘ୟାରାନା’ର ସର୍ବାଧିକ ଲୋକପ୍ରୀୟ ଗୀତ ‘ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇସାରା…’ ଗୀତଟିର ନିର୍ମାଣ ପଛର କିଛି ରୋଚକ କଥା। ‘ଛୁକର...

ସ୍ପେନ ଯିବ ଭାରତୀୟ ମହିଳା ହକି ଟିମ୍, ୫ ଓଡ଼ିଆ ଖେଳାଳି ସାମିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ ଖେଳାଳି ସାମିଲ ହୋଇଛନ୍ତି। ଏହି...

ବ୍ରିକ୍ସ ବିଜନେସ ଫୋରମରେ ଓଡ଼ିଆ ଝିଅ ଅନିତା ସାବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ହସ୍ତକଳା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ଅନିତା ସାବତ।  ନିକଟରେ ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ବ୍ରିକ୍ସ (ବ୍ରାଜିଲ,ଋଷିଆ, ଭାରତ ଓ ଚୀନ) ଆଲାୟନ୍ସ ବିଜନେସ ଫୋରମରେ ଓଡ଼ିଆ ଝିଅ...

ବିଜେପିକୁ ଘାରିଲା ମହାନଦୀ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେପି। ମହାନଦୀ ପାଇଁ ବ୍ୟାକଫୁଟ୍‌ରେ ଥିବା ବିଜେପି ଏବେ ଫ୍ରଣ୍ଟଲାଇନକୁ ଆସିବାକୁ ଚାହୁଁଛି। ଏହା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମହାନଦୀ ପାଲଟିଲା...

୨୦୧୯ରେ କର୍ଣ୍ଣାଟକରେ ଏକାଠି ଲଢ଼ିବେ ଜେଡିଏସ୍‌-କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକରେ ପଡ଼ିଲା ମେଣ୍ଟ ମୂଳଦୁଆ। ୨୦୧୯ରେ କଂଗ୍ରେସ-ଜେଡିଏସ୍ ଏକାଠି ଲଢ଼ିବେ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ...

ପ୍ରସନ୍ନ ଆଚାର୍ଯ୍ୟ ହେବେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ: କଂଗ୍ରେସ ଦେଇପାରେ ପ୍ରସ୍ତାବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ଗଣମାଧ୍ୟମରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ଚର୍ଚ୍ଚା ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ପାଇଁ ବିଜେଡିକୁ କଂଗ୍ରେସ ଦେଇପାରେ ପ୍ରସ୍ତାବ ବିଜେପିକୁ ମାତ୍‌ ଦେବା ପାଇଁ ରଣନୀତି ବିଜେଡି ସୁପ୍ରିମୋ...

ରକ୍ତହୀନତା ଦୂର କରେ ଆତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଡ଼ି ବଗିଚାରେ ମିଳୁଥିବା ଆତ ଫଳ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମଧ୍ୟ ମିଳିଥାଏ। ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ।...