ରିଲିଜ୍ ଅପେକ୍ଷାରେ ଅଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ୱାରିୟର’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆସନ୍ତା ବର୍ଷ ନଭେମ୍ବର ୨୨ ତାରିଖରେ ରିଲିଜ ହେବା ଆକ୍ସନ ଥ୍ରୀଲର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ୱାରିୟର’। ଦୀର୍ଘଦିନ ହେଲା ପରଦାରୁ ଦୂରେଇ ରହିଥିବା ଗୋଲମାଲ ଷ୍ଟାର ଅଜୟ ଦେବଗନ୍...

ଜଷ୍ଟିସ ଦୀପକ ମିଶ୍ର – ଓଡ଼ିଶା ହାଇକୋର୍ଟ ଆଇନଜୀବୀରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ମାସରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରି ଭାରତୀୟ ନ୍ୟାୟପାଳିକା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଆଧାରର ବୈଧତା,...

ଭାରତର ପ୍ରସିଦ୍ଧ ଚକ୍ଷୁ ଡାକ୍ତର ଭେଙ୍କଟସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଗୁଗୁଲ୍-ଡୁଡୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ  ଗୁଗୁଲ୍- ଡୁଡୁଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି। ସୋମବାର ବିଖ୍ୟାତ ଚକ୍ଷୁ ଡାକ୍ତର ଗୋବିନ୍ଦପ୍ପା ଭେଙ୍କଟସ୍ୱାମୀଙ୍କର ୧୦୦ତମ ଜନ୍ମଦିବସ। ଏହି ଅବସରରେ...

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ ଇସ୍ତଫା...

ବାରିପଦା ବିଶ୍ଵବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର କହୁଥିବା ବେଳେ ବାରିପଦାର ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସେଲ୍ଫଫାଇନାନ୍ସିଂ...

୨୦୧୯ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ – ୪୪ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କଲା ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କଲା କଂଗ୍ରେସ। ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି କଂଗ୍ରେସ ନିର୍ବାଚନ...

ରେଳ ସଂପ୍ରସାରଣ ଦାବିରେ ଏସୟୁସିଆଇର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ରବିବାର ରେଳପଥର ବିକାଶ ଦାବିରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ କରାଯାଇଥିଲା। ଯଶୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ଵରେ ଶତାଧିକ ଏସୟୁସିଆଇର ସମର୍ଥକମାନେ ବାଦାମପାହାଡ଼ ରେଳ...

ଜଷ୍ଟିସ ଦୀପକ ମିଶ୍ରଙ୍କ ଆଜି ସୁପ୍ରିମକୋର୍ଟରେ ଅନ୍ତିମ ଦିନ – ଏ ସବୁ ଥିଲା ତାଙ୍କର ଐତିହାସିକ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଜଷ୍ଟିସ ଦୀପକ ମିଶ୍ରଙ୍କ ସୁପ୍ରିମକୋର୍ଟରେ ଅନ୍ତିମ ଦିନ। ସେ ଶୁଣାଇଥିବା କେତୋଟି ଐତିହାସିକ ରାୟ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଚାକିରିରୁ...

କାର ଭିତରୁ ମିଳିଲା ଯୁବତୀଙ୍କ ମୃତଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ   ସୋମବାର ସକାଳେ ରାଜଧାନୀରେ ଏକ କାର ଭିତରୁ ମିଳିଛି ଯୁବତୀଙ୍କ ମୃତଶରୀର। ଏହା ଦୁର୍ଘଟଣା ନା ହତ୍ୟା ତାହାକୁ ନେଇ ରାଜଧାନୀ ପୋଲିସ ଚଲାଇଛି ତନାଘନା। ସୋମବାର ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ...

ଆରପାରିରେ କୃଷ୍ଣା ରାଜ କପୁର, କପୁର ବଂଶର ଗୋଟିଏ ପିଢ଼ିର ଘଟିଲା ଅନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ରାଜ କପୁରଙ୍କ ଧର୍ମପତ୍ନୀ କୃଷ୍ଣା ରାଜ କପୁର ହୃଦ୍‌ଘାତରେ ଆରପାରିକୁ ଚାଲିଯାଇଛନ୍ତି। ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ରାଜ କପୁରଙ୍କ ଧର୍ମପତ୍ନୀ କୃଷ୍ଣା ରାଜ କପୁରଙ୍କର ସୋମବାର...