୭୩ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମଦିନ।
ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା...
ବଲିଉଡର ବ୍ୟାଡମ୍ୟାନ ଶକ୍ତି କପୁରଙ୍କ କମାଲ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଶି ଦଶକରେ କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଚରିତ୍ର ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ଏ ଦୁହେଁ...
ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – କେନ୍ଦ୍ରାପଡ଼ାରେ ଗାଁରେ ଗାଁରେ ଲୋକଙ୍କୁ ସଚେତନ କରିବ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ...
ଅଳିଆ ଗଦାରେ ଜୀବନ – ମୁଠାଏ ଦାନା ପାଇଁ ଚାଲିଛି ସଂଘର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=nRHnb7Wv1lA]
"ଯୁକ୍ତ ଦୁଇ ପାସ୍ କରିବା ପରେ ଯୁକ୍ତ ତିନି ପାଠ ପଢ଼ିବା ପାଇଁ ନାଁ ଲେଖିଥିଲି। ହେଲେ ଅଧିକ ପାଠ ପଢ଼ିବା ପାଇଁ ମୋ ପରିବାର ପାଖରେ ସାମର୍ଥ୍ୟ ନଥିଲା।...
ରାଜନୀତି ଷ୍ଟକ ଏକ୍ସଚେଞ୍ଜ: ଓଡ଼ିଶାରେ ଲୋକେ କ’ଣ ଚିନ୍ତା କରୁଛନ୍ତି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଇଣ୍ଡିଆ ଟୁଡେ ପତ୍ରିକା ପକ୍ଷରୁ ନିକଟରେ କରାଯାଇଥିବା ଏକ ସର୍ଭେରେ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ପୁଣି ଦେଖିବା ପାଇଁ ଚାହାଁନ୍ତି। ତେବେ ଅନ୍ୟ ସବୁ ପ୍ରସଙ୍ଗରେ...
ଶେଷ ହେଲା ୬୬ଟି ପୌର ପରିଷଦର କାର୍ଯ୍ୟକାଳ, ନିଯୁକ୍ତ ହେଲେ ପୌର ପ୍ରଶାସକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନିଶ୍ଚିତତାରେ ପୌର ନିର୍ବାଚନ। ୬୫ଟି ପୌର ପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମରେ ପୌର ପ୍ରଶାସକ ନିଯୁକ୍ତି କରିଛନ୍ତି ସରକାର।
୬୫ଟି ପୌର ପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ଆଜି...
ଏଥର ବାଣୀବିହାରରେ ହେବନି ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟରେ ବନ୍ଦ ହେଲା ଛାତ୍ର ସଂସଦ ନିର୍ବାଚନ। ଆଜି ବସିଥିବା ପିଜି କାଉନସିଲ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ବିଶୃଙ୍ଖଳା ଲାଗି ରହିଥିବାରୁ ଚଳିତ ବର୍ଷ ନିର୍ବାଚନ...
ପିସିସିରେ ଅଦଳ ବଦଳ, ବଦଳିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି କଂଗ୍ରେସ। ବିଜେଡି ଏବଂ ବିଜେପିକୁ ଟକ୍କର ଦେବା ଲାଗି ରାଜ୍ୟ କଂଗ୍ରେସରେ ଅଦଳ ବଦଳ କରୁଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧି। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି...
ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ, ୨୦୧୯ରେ ହେବେ ପୁଣି ମୁଖ୍ୟମନ୍ତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବି ଓଡ଼ିଶାରେ ଲୋକପ୍ରିୟ ନେତା। ଦ୍ୱିତୀୟରେ ଧର୍ମେନ୍ଦ୍ର ପ୍ରଧାନ।
୨୦୧୯ରେ ଓଡ଼ିଶାରେ ଉଡ଼ିବ ନବୀନଙ୍କ ଜଲୱା। ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ୫୯...
ଇଣ୍ଡୋନେସିଆରେ ଭୂକମ୍ପ ପରେ ଆସିଲା ସୁନାମି, ମୃତ୍ୟୁ ସଂଖ୍ୟା ୩୮୪ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଇଣ୍ଡୋନେସିଆରେ ସୁନାମି ହେବା ଫଳରେ ମୃତ୍ୟୁ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି।
ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ସୁନାମି ଆସିବାରୁ ସମଗ୍ର ପାଲୁ ସହରରେ ଜଳର...





















