ଓଡ଼ିଶାର ୩ ନୂଆ ଜାଗାରୁ ମିଳିଲା ମହାବଳ ବାଘ ସନ୍ଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁନିଗୁଡ଼ା, ହେମଗିରି, ଦେବ୍ରିଗଡ଼ ବନାଞ୍ଚଳରେ ମହାବଳ ବାଘ
ବାଘ ଚିହ୍ନଟ ପାଇଁ ଲଗାଯାଇଥିଲା ସିସିଟିଭି କ୍ୟାମେରା
ଓଡ଼ିଶାରେ ୬୦ରୁ ଅଧିକ ମହାବଳ ବାଘ
ଓଡ଼ିଶାର ତିନୋଟି ନୂଆ ଜାଗାରୁ ମିଳିଲା ମହାବଳ...
ନଦୀରେ ବୁଡ଼ି ମା’-ପୁଅଙ୍କ ସଲିଳ ସମାଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ନଦୀରେ ବୁଡ଼ି ମା’-ପୁଅଙ୍କ ସଲିଳ ସମାଧି।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପନାଡ଼ ଗାଁରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ପନାଡ଼ ଗାଁରେ ଥିବା ଘୋଡ଼ାହାଡ଼ ନଦୀରେ...
ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କର ଆକ୍ରମଣ, କଟିଗଲା ୪ଟି ଅଙ୍ଗୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲାର ଜଣେ ସାମ୍ବାଦିକଙ୍କୁ ଶନିବାର ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଛକରେ ଶନିବାର ଦିନ ଜଣେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଦୁଇ...
କୂଅରୁ ଠାବ ହେଲା ଦୁଇ ଭଉଣୀଙ୍କ ମୃତଶରୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ ଥିବା ଏକ କୂଅରୁ ଶନିବାର ଦିନ ଦୁଇ ଭଉଣୀଙ୍କ ମୃତଶରୀର ଠାବ କରାଯାଇଛି।
ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ...
ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଳାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାଟି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଘଟିଛି।
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟସ୍ଥିତ କ୍ୟାଣ୍ଟିନରେ ରୋଷେଇ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି।
ଏବେ ଚିକିତ୍ସାଳୟ ପରିସରରେ...
ପେଟ୍ରୋଲ, ଡିଜେଲ୍ ପରେ ବଢ଼ିବ ସିଲିଣ୍ଡର ଦର, ଅକ୍ଟୋବର ୧ ରୁ ଲାଗୁ ହେବ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ପରେ ଏବେ ସିଲିଣ୍ଡରର ଦରକୁ ବଢ଼ାଇଛନ୍ତି। ଅକ୍ଟୋବର ୧ ରୁ ଲାଗୁ ହେବ ଏହି ଦର।
କିଛିଦିନ ପୂର୍ବେ କେନ୍ଦ୍ର ସରକାର ତୈଳ ଦରକୁ ବୃଦ୍ଧି କରିଥିଲେ। ଯାହାଫଳରେ...
ବୋମା ମାଡ଼ରେ ଭୁଶୁଡ଼ିଲା କ୍ଲବ ଘର ଛାତ, ୨ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ବାଙ୍କୀ ବ୍ଲକର ଘୋଡ଼ାବର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି।...
ନାଲ୍କୋ ମହିଳା ସମିତି ପକ୍ଷରୁ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍କୋ ଏବଂ ନାଲ୍କୋ ମହିଳା ସମିତି ଆନୁକୂଲ୍ୟରେ ମିଶନ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ନାଲ୍କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ସମିତିର...
ତେଲ ବଜାରରେ ନିଆଁ, ଅକ୍ଟୋବର ୧ରେ ବିଜେଡିର ପ୍ରତିବାଦ
ଓଡ଼ିଶାଲଇଭ୍ ବ୍ୟୁରୋ
ପେଟ୍ରୋଲ ଓ ଡିଜେଲ ବଜାରରେ ଲାଗିଛି ନଆଁ। ତେଲ ଦର ବଢ଼ୁଛି ପଛେ କମିବାର ନାଁ ଧରୁନି। ଏହାକୁ ନେଇ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି। ଅକ୍ଟୋବର ୧ରେ...
ଚେଙ୍କ ଉପରେ ସଚେତନ କରିବାକୁ ମହିଳା କମିଶନଙ୍କ ଗୁରୁତ୍ୱ
ଓଡ଼ିଶାଲଇଭ୍ ବ୍ୟୁରୋ
ନବରଙ୍ଗପୁର ମିଶନ ଶକ୍ତି ବୈଠକ ଗୃହରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ବିଭିନ୍ନ ବିଭାଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଚେଙ୍କ...





















