ଏହିସବୁ ଫିଲ୍ମରେ ସିଦ୍ଧାନ୍ତ ଥିଲେ ନିର୍ଦ୍ଦେଶକଙ୍କ ଦ୍ୱିତୀୟ ପସନ୍ଦ, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ କେତେଥର ଅନ୍ୟ କଳାକାର ଛାଡ଼ିଥିବା ସିନେମାରେ କାମ କରିଛନ୍ତି। ଆସନ୍ତୁ ଜାଣିବା ସେହି ସିନେମା ସମ୍ପର୍କରେ...
ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଗତ ୨୫ ବର୍ଷ ଭିତରେ...
ହକି ବିଶ୍ୱକପ୍ ପାଇଁ ମୁମ୍ବାଇରେ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=-4zeGFq9Nhc]
ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ଚାଲି ବ୍ୟାପକ ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଆଜି ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର...
ତେଲେଙ୍ଗାନାରେ ଭାଙ୍ଗିଲା ବିଧାନସଭା, ଏବେ ଓଡ଼ିଶା ଉପରେ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ତେଲେଙ୍ଗାନା ପରେ ଏବେ ସମସ୍ତଙ୍କ ନଜର ଓଡ଼ିଶା ଉପରେ। ଓଡ଼ିଶାରେ ଆଗୁଆ ଭୋଟ ହେବା ନେଇ ଜୋର୍ ଧରିଛି ଚର୍ଚ୍ଚା।
୯ ମାସ ପୂର୍ବରୁ ଭାଙ୍ଗିଛି ତେଲେଙ୍ଗନା ବିଧାନସଭା। ଡିସେମ୍ବରରେ ତେଲେଙ୍ଗନାରେ...
ନାହିଁ ସରକାରୀ ଗାଡ଼ିର ସୁବିଧା, ଚାଲି ଚାଲି ଅଫିସ ଗଲେ ମାଲକାନଗିରି ଏଡିଏମ୍
ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ
ମାଲକାନଗିରି: ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅଣଦେଖା। ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଚାଲି ଚାଲି ନିଜ କର୍ମକ୍ଷେତ୍ରକୁ ଯାଇଥିବା ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣାକୁ ଦେଖି ଜିଲ୍ଲା...
ଗ୍ୟାଙ୍ଗଷ୍ଟର ଟିଟୋ-ବିଜେଡି ଲିଙ୍କ! ସିବିଆଇ ତଦନ୍ତ ଦାବି କଲେ ପୂର୍ବତନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବିଜେଡିର ଲିଙ୍କ! ଏହି ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି। ବିଜେଡି ବିଧାୟକଙ୍କ ପୃଷ୍ଠପୋଷକତାରେ ଟିଟୋ...
ଗୋସାଇଁନୂଆଗାଁ ଚୋରି ଘଟଣା, ଲୁଟେରା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ନିକଟରେ ଗତ ମାସ ୯ ତାରିଖରେ ହୋଇଥିବା ୫ ଲକ୍ଷ ଟଙ୍କା ଲୁଟ୍ ଘଟଣା ଉପରୁ ପରଦା ହଟିଛି। ପୋଲିସ ଆଜି...
ବିଜୁ ଯୁବ ବାହିନୀ ପାଇଁ ଟଙ୍କା ଅଛି, ଶିକ୍ଷକଙ୍କ ପାଇଁ ନାହିଁ – ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
"ଗାଁ ଗାଁରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରିଛନ୍ତି। ଏଥିପାଇଁ ୪୦୦ କୋଟି ଟଙ୍କା...
ସ୍ମାର୍ଟ ସିଟି ସିରିଜ-୨: ରାଜଧାନୀରେ ପଦଚାରୀଙ୍କ ଦୁର୍ଦ୍ଦଶା
କପିଳାସ ଭୂୟାଁ
ସ୍ମାର୍ଟ ସିଟି ଭୁବନେଶ୍ୱରରେ ପଦଚାରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ସେମାନଙ୍କ ଯିବା ଆସିବା ପାଇଁ ଯେଉଁ ସୁବିଧା କରାଯାଇଛି ତାହା ନଥିବା ଭଳି।
ଯାତାୟାତ ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ଵରରେ ସାଧାରଣ ପଥଚାରୀମାନେ ହେଲେ...
ମୁକ୍ତି ପ୍ରତିକ୍ଷିତ ଫିଲ୍ମ ‘ପଟାଖା’ର କିଛି ରୋଚକ କଥା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ମକ୍ଡି, ମକବୁଲ୍, ଓମ୍କରା ଓ କମିନେ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଅପ୍କମିଂ ମୁଭି ‘ପଟାଖା’।
ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନୂଆ ସିନେମା ସେପ୍ଟେମ୍ବର ୨୮ ତାରିଖରେ...
ତେଲ ବଜାରରେ ନିଆଁ, ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ, ଡିଜେଲ୍। ପେଟ୍ରୋଲ ଲିଟର ୮୦ ଛୁଇଁଥିବାରୁ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ବିଜେଡିର ଛାମୁଆ ସଙ୍ଗଠନ ଛାତ୍ର,...





















