୨୦୧୯ ନିର୍ବାଚନ ପାଇଁ ସଜବାଜ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଅକ୍ଟୋବର ୩୧ ଯାଏଁ ଚାଲିବ ପ୍ରକ୍ରିୟା
ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା
ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ତତ୍ପର...
ଯେବେ ଦୂତିଙ୍କ ପାଖରେ ହଳେ ଜୋତା ବି ନଥିଲା
ଓଡ଼ିଶାଲାଇଭ ବ୍ୟୁରୋ
୨୦୧୬ ରିଓ ଅଲିମ୍ପିକ୍ ବେଳ ଦୂତିଙ୍କ ପାଖରେ ନଥିଲା ହଳେ ସ୍ପାଇକ୍।
ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇଟି ଇଭେଣ୍ଟରେ ଦୌଡ଼ ରାଣୀ ଦୂତି ଚାନ୍ଦ କମାଲ୍ ଦେଖାଇଛନ୍ତି। ୧୦୦ ଏବଂ ୨୦୦ ମିଟର...
ବଜାରକୁ ଆସିଲା ନୂଆ ୧୦୦ ଟଙ୍କିଆ ନୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରବିଆଇ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। ଲୋକଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ ଏହି ନୋଟ୍।
ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ୧୦୦ ଟଙ୍କାର ନୂଆ ନୋଟ୍ ପ୍ରଚଳନ...
ରାଜ୍ୟର ୨୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘନୀଭୂତ ହେଉଛି ଲଘୁଚାପ
ବାହାରକୁ ନ ଯିବା ପାଇଁ ପରାମର୍ଶ
୨୧ଟି ଜିଲ୍ଲାକୁ ସତର୍କ ସୂଚନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଲଘୁଚାପ କ୍ରମେ ଘନୀଭୂତ ହେଉଛି। ଫଳରେ...
ବକ୍ସିଂରେ ଭାରତକୁ ସ୍ୱର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୮ତମ ଏସିଆନ୍ ଗେମ୍ସରେ ବକ୍ସର ଅମିତ ପଙ୍ଘଲଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ
୧୮ତମ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳିମାନେ ଚିତାକର୍ଷକ ପ୍ରଦର୍ଶନ କରିଚାଲିଛନ୍ତି। ଏଥିରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛନ୍ତି ବକ୍ସର ଅମିତ ପଙ୍ଘଲ।...
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଅଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଥାଏ। ଆସନ୍ତୁ ଜାଣିବା ଅଦାରେ କେଉଁ ସବୁ ଗୁଣ ରହିଥାଏ।
ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଶୀତଦିନରେ ଏହାର ବ୍ୟବହାର...
ଏହି ବଲିଉଡ ଷ୍ଟାରମାନଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣନ୍ତି କି?
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ କିଛି ତାରକା ଅଛନ୍ତି, ଯେଉଁମାନେ ଯେମିତି ଚର୍ଚ୍ଚାରେ ଥାଆନ୍ତି, ସେମାନଙ୍କ ପତ୍ନୀ ବି ସେଭଳି ଚର୍ଚ୍ଚିତ। ଆସନ୍ତୁ ଜାଣିବା ସେହି ଷ୍ଟାର୍ ୱାଇଫମାନଙ୍କ ସମ୍ପର୍କରେ…
ଶାହିଦ୍ କପୁର-ମୀରା ରାଜପୁତ
କରିନା କପୁରଙ୍କ...
ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାଡର ପୁନର୍ଗଠନ ଦାବିରେ ଅଗଷ୍ଟ ୧୭ରୁ ଆନ୍ଦୋଳନକୁ ଓହ୍ଲାଇଥିବା ମୁଖ୍ୟ ଦପ୍ତରର କର୍ମଚାରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ନଅତାଲାସ୍ଥିତ ଧାରଣାସ୍ଥଳରେ ଧର୍ମେନ୍ଦ୍ର ପହଞ୍ଚି କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି...
ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୫ରୁ ତେଜିବ ଶିକ୍ଷକ ଆନ୍ଦୋଳନ
ଦୁଇ ସପ୍ତାହ ହେଲା ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ
୧ ଲକ୍ଷ ୮୦ ହଜାର ସ୍କୁଲରେ ପଡ଼ିବ ତାଲା
ସେପ୍ଟେମ୍ବର ୫ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ...
ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ମୋଦି, ଝାରସୁଗୁଡ଼ା ଏୟାରପୋର୍ଟ କରିବେ ଲୋକାର୍ପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ସେ ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ। ଝାରସୁଗୁଡ଼ା ବିମାନ ବନ୍ଦର ଲୋକାର୍ପଣ କରିବା ସହ ଏମ୍ସିଏଲ୍ର ନୂଆ ରେଳ ଲାଇନକୁ...





















