ବ୍ରହ୍ମପୁର ମହାନଗର ନିଗମ ପାଳିଲା ସ୍ୱାୟତ୍ତ ଶାସନ ଦିବସ

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ। ୧୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ନିଗମ ଆଜି ଧୁମ୍ ଧାମରେ ପାଳନ କରିଛି...

ମେଡିକାଲ କଲେଜ ଉଦଘାଟନ ବେଳେ ପତିଆରା ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ମେଡିକାଲ କଲେଜ ଉଦଘାଟନକୁ ନେଇ ବିଜେଡି-ବିଜେପି-କଂଗ୍ରେସ ଭିତରେ ଦେଖିବାକୁ ମିଳିଛି ପତିଆରା ଲଢ଼େଇ। ବଲାଙ୍ଗିରରେ ଉଦଘାଟିତ ହୋଇଛି ମେଡିକାଲ କଲେଜ। ନିର୍ବାଚନ ପୂର୍ବରୁ ଏହାକୁ ରାଜ୍ୟ ସରକାର ସନ୍ଥକବି ଭୀମଭୋଇଙ୍କ ନାଁରେ...

ଭୁବନେଶ୍ୱରରେ ପହଞ୍ଚିଲେ ଦୂତି ଚାନ୍ଦ, ମୁଖ୍ୟମନ୍ତ୍ରୀ ଦେଲେ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=EBo-3mwSr5Q] ଏସିଆନ୍‌ ଗେମ୍ସରେ ଦୁଇଟି ରୌପ୍ୟ ପଦକ ପାଇ ଆଜି ଭୁବନେଶ୍ୱର ଫେରିଛନ୍ତି ଦୌଡ଼ ରାଣୀ ଦୂତି ଚାନ୍ଦ। ଭୁବନେଶ୍ୱରରେ ପହଞ୍ଚିଲେ ଦୌଡ଼ ରାଣୀ ଦୂତି ଚାନ୍ଦ। ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ...

ଗଣେଶ ପୂଜା ଅବସରରେ ମୁହାଁମୁହିଁ ହେବେ ଅରିନ୍ଦମ୍ ଓ ସ୍ୱରାଜ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ଦୁଇଟି ଓଡ଼ିଆ ସିନେମା। ଏହି ଅବସରରେ ପ୍ରଥମ ଥର ପାଇଁ ଆମନେ-ସାମନେ ଆସିବେ ଅରିନ୍ଦମ୍‌ ଓ ସ୍ୱରାଜ ଏବଂ ଏଲିନା ଓ ସନମୀରା…। ଚଳିତବର୍ଷ...

ପ୍ରଦୂଷିତ ହେଲାଣି ଚାଷଜମି, ଜୈବିକ ପ୍ରଣାଳିରେ ଚାଷ କରିବାକୁ ପରାମର୍ଶ ଦେଲେ କୃଷି ବିଶେଷଜ୍ଞ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ବିପଦ। ପ୍ରଦୂଷିତ ହେବାରେ ଲାଗିଛି ମାଟି, ପାଣି ଓ ପବନ। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ପ୍ରଣାଳିରେ ଚାଷ କରିବାକୁ କୃଷି ବିଜ୍ଞାନୀମାନେ ଦେଇଛନ୍ତି ମତ। କେନ୍ଦ୍ରାପଡ଼ା:...

ଖରିଫ୍ ଧାନ ବିକ୍ରି ପାଇଁ ପ୍ରଚାର ରଥ ଉଦଘାଟନ କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର: ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥ ଉଦଘାଟନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ଏହି ପ୍ରଚାର...

ଦିଲ୍ଲୀରୁ ଫେରିଲେ ପପୁ ପମ୍ ପମ୍: କହିଲେ – “ମୁଁ ମରିନି, ବଞ୍ଚିଛି”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=D0jwAZHRjqM] ରୁଟିନ୍ ଚେକ୍‌ ଅପ୍‌ ସାରି ଭୁବନେଶ୍ୱର ଫେରିବା ପରେ ପପୁ ପମ୍‌ ପମ୍‌ ଭିଡିଓ ଜାରି କରି କହିଛନ୍ତି 'ମୁଁ ମରିନି, ବଞ୍ଚିଛି'। "ମୁଁ ମରିନି, ବଞ୍ଚିଛି। ରୁଟିନ ଚେକ୍‌ଅପ୍‌ ପାଇଁ...

ବଲାଙ୍ଗିରରେ ଉଦଘାଟିତ ହେଲା ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।...

ମିଷ୍ଟର ପରଫେକ୍ସନିଷ୍ଟ ଆମିରଙ୍କ ସହ କାମ ନ କରିବାର କାହିଁକି ନିଷ୍ପତ୍ତି ନେଇଥିଲେ ମାଧୁରୀ?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆମିର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ପ୍ରାୟ ୨୮ ବର୍ଷ ହେବ କାମ କରିନାହାନ୍ତି। ଆସନ୍ତୁ ଜାଣିବା ଏହାର କାରଣ... ବଡ଼ ପରଦାରେ ଦର୍ଶକ ଆମିର ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ...

ଭୁବନେଶ୍ୱରରେ ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିଏସ୍‌ଆଇ (ଇନଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟେରିଜ୍ ଅଫ୍ ଇଣ୍ଡିଆ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହର ୪୬ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇସିଏସ୍‌ଆଇ ସ୍ଥାପନର ୫୦ ବର୍ଷ ଭିତରେ ବହୁ...