ଅରୁଣଙ୍କୁ ନୟାଗଡ଼ରେ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ଡକ୍ଟର ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଅଗଷ୍ଟ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣଙ୍କ ସମେତ...

ସନ୍ଦେହଘେରରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ – ମହାକାଳପଡ଼ା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଭିନ୍ନ ମୋଡ଼ ନେଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତ୍ୟୁ ଘଟଣା। ଏହି ମୃତ୍ୟୁ ପଛରେ ପୋଲିସର ହାତ ଥିବା ପରିବାର ଲୋକ ଅଭିଯୋଗ କରିବା...

ଆପଣଙ୍କ ଦୁଆର ମୁହଁରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବ ଡାକ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ପହିଲାରେ ଆଇପିପିବି ସେବାର ଉଦଘାଟନ ଦୁଆରେ ପହଞ୍ଚିବ ବ୍ୟାଙ୍କିଙ୍ଗ ସେବା ସାରା ଦେଶରେ ୧.୫୫ ଲକ୍ଷ ଡାକଘରେ କାର୍ଯ୍ୟକାରୀ ହେବ ଏହି ସେବା ଓଡ଼ିଶାରେ ସେପ୍ଟେମ୍ବର ୧ରେ ଆଇପିପିବିର...

ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍, ତଳିଆ ଅଞ୍ଚଳରେ ମାଡ଼ିଲା ବନ୍ୟାପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଣ୍ଡଳି ବ୍ରିଜରେ ପ୍ରବାହିତ ହେଉଛି ସାଢ଼େ ୬ ଲକ୍ଷ କ୍ୟୁସେକ୍ ବନ୍ୟାପାଣି ରାତି ସୁଦ୍ଧା ବଢ଼ିପାରେ ଜଳ ସ୍ତର ମହାନଦୀ ଅବବାହିକାର ବିଭିନ୍ନ ସ୍ଥାନରେ ପଶିଲା ବନ୍ୟାପାଣି ରାସ୍ତା ବୁଡ଼ିଲା,...

ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ବିମାନ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ବିମାନସେବା ଆରମ୍ଭ ହେବ। ଯାତ୍ରୀଙ୍କୁ ପ୍ରତିଦିନ ଏହି ବିମାନସେବା ମିଳିବ। ମଧ୍ୟାହ୍ନ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ...

ଡେରାବିଶରେ ଅଜଣା ଜନ୍ତୁ ଆତଙ୍କ, ଦୁଇ ଦିନରେ ମଲେଣି ୧୯ଟି ମେଣ୍ଢା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡେରାବିଶ ବ୍ଲକର ମଙ୍ଗଳପୁର ଗାଁରେ ମାତିଛି ଅଜଣା ଜନ୍ତୁ। ଦୁଇ ଦିନରେ ମାରିଲାଣି ୧୯ଟି ମେଣ୍ଢା। ଗାଁରେ କୋକୁଆ ଭୟ। ମେଣ୍ଢା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା...

ଏସିଆନ ଗେମ୍ସରେ ଭାରତକୁ ୧୨ତମ ସ୍ଵର୍ଣ୍ଣ – ୧୫ଶହ ମିଟର ଦୌଡ଼ରେ ଜିନସନ୍ ଜନସନ ଜିତିଲେ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ। ପୁରୁଷ ୧୫ଶହ ମିଟର ଦୌଡ଼ରେ ଭାରତକୁ ୧୨ତମ ସ୍ଵର୍ଣ୍ଣ ଜିତାଇଛନ୍ତି ଆଥଲେଟ୍ ଜିନସନ୍ ଜନସନ। ଜନସନ ୧୫ଶହ ମିଟରକୁ ୪୪.୭୨ ସେକେଣ୍ଡରେ ଅତିକ୍ରମ କରି...

‘ପ୍ରେମକୁମାର୍’ରେ ଅନୁଭବ ଆସୁଛନ୍ତି ତମନ୍ନା ଓ ଶିବାନୀଙ୍କ ସହ, ଆଗରୁ ବି ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିଛନ୍ତି...

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବେଶ୍ କିଛିଦିନ ବ୍ୟବଧାନରେ ଓଲିଉଡ ସୁପରଷ୍ଟାର ଅନୁଭବ ‘ପ୍ରେମକୁମାର’ରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି। ଆସନ୍ତୁ ଜାଣିବା ଆଗରୁ କେଉଁ ସିନେମାରେ ଏମିତି ହୋଇଛି... ଓଲିଉଡର ଆଗଧାଡ଼ିର ନାୟକ ଅନୁଭବଙ୍କ...

ଓଡ଼ିଶା ବିକାଶର ରୋଡମ୍ୟାପ୍ ପ୍ରସ୍ତୁତି ପାଇଁ ‘ଓଡ଼ିଶା ବିକାଶ କନକ୍ଲେଭ’ ସାଜିଛି ପ୍ଲାଟଫର୍ମ – ଜଗଦାନନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=xVU4A9KTClY] "ଓଡ଼ିଶାର ବିକାଶରେ ଅନେକ ସମସ୍ୟା ରହିଛି। ସମସ୍ୟା ସମାଧାନ କରି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ 'ଓଡ଼ିଶା ବିକାଶ କନକ୍ଲେଭ' ଆୟୋଜନ କରାଯାଉଛି। ଓଡ଼ିଶା ବିକାଶ ସହ...

ବର୍ଷା ଓ ବଜ୍ରପାତ ଆଶଙ୍କା – ୧୫ଟି ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବବାନୁମାନ କରିଛି। ରାଜ୍ୟରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ଓ ଝଡ଼ତୋଫାନ ସମ୍ଭାବନା ଥିବାରୁ ୧୫ଟି...