ଭିତରକନିକାରେ ନୂଆ ଅତିଥି, ବସାରୁ ବାହାରିଲେ କୁମ୍ଭୀର ଛୁଆ

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ୩ଟି ରେଞ୍ଜରେ ୧୦୧ କୁମ୍ଭୀର ଅଣ୍ଡାଦେବା ବସା ଚିହ୍ନଟ କନିକା ରେଞ୍ଜରେ ସର୍ବାଧିକ ୮୫ଟି ବସା ରାଜନଗର ରେଞ୍ଜରେ ୧୩ଟି ଗହୀରମଥା ରେଞ୍ଜରେ ୩ଟି ଭିତରକନିକା ଜାତୀୟ ଉଦ୍ୟାନରେ ନୂଆ...

ମହାନଦୀ ବ୍ରିଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ଉପରୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ସେ...

କିନ୍ନରଙ୍କ କାଉଡ଼ି ଯାତ୍ରା – ଗଡ଼ଗଡ଼ିଆରୁ ପାଣି ଉଠାଇଲେ, ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=_0ci6H3D4Gg] ବିଶ୍ୱର କଲ୍ୟାଣ ପାଇଁ ଶ୍ରାବଣ ମାସର ଶେଷ ସୋମବାରରେ କାଉଡ଼ି ଯାତ୍ରା କରିଛନ୍ତି କିନ୍ନର। ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ସବୁ ପାପରୁ ମୁକ୍ତି ମଳିବା ସହ ମନସ୍କାମନା ବି...

ମା’ ହେବେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମା’ ହେବେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏହି ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ସେୟାର୍‌ କରିଛନ୍ତି ପ୍ରିୟା। ମା’ ହେବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ। ରିଲ୍‌ ନୁହେଁ...

ବମିଖାଲ ଓଭରବ୍ରିଜ ଟ୍ରାଜେଡି – ବାପାଙ୍କୁ ହରାଇଥିବା ଝିଅ ଶିତଲର ପାଠ ପଢ଼ା ପାଇଁ ସହାୟତା ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିତଲର ପାଠପଢ଼ା ଖର୍ଚ୍ଚ ବହନ କଲେ ସରକାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଲେ ସାଢ଼େ ୬ ଲକ୍ଷ ଟଙ୍କା ଶିତଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଖର୍ଚ୍ଚ ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା...

ଅଜୟ-କାଜୋଲଙ୍କ ପ୍ରେମକାହାଣୀ ଏକଦମ୍ ଫିଲ୍ମି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ କାଜୋଲ୍‌ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଛନ୍ତି। କାଜୋଲ୍‌ ଓ ଅଜୟ ଦେବଗନଙ୍କ ପ୍ରେମକାହାଣୀ ଫିଲ୍ମର କାହାଣୀଠୁ କିଛି କମ୍‌ ନୁହେଁ। କାଜୋଲ୍‌ ଅଜୟ...

ଗଣଶିକ୍ଷକ ଗଣେଶଙ୍କ ହତ୍ୟା ପଛରେ ରହିଛି ପ୍ରେମ ସମ୍ପର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ଗଣଶିକ୍ଷକ ଗଣେଶ କୁମାର ମାଝୀ ହତ୍ୟା ମାମଲାରେ ନୂଆ ମୋଡ଼।  ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କ ରହିଛି ବୋଲି ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର...

କଂଗ୍ରେସରେ ଯୋଗଦେଲେ ମିଲି ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ...

ଭିନେଶ ଫୋଗଟ ରଚିଲେ ଇତିହାସ – ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ଜିତିଲେ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ଏକ...

ବନ୍ୟା ପରେ ଏବେ ମହାମାରୀ ଚିନ୍ତା – କେରଳରେ ୩୦୦୦ ମେଡିକାଲ କ୍ୟାମ୍ପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ବନ୍ୟା ପରେ ଏବେ ମହାମାରୀ ରୋଗ ବ୍ୟାପିବାର ଚିନ୍ତା। ଏଥିପ୍ରତି ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର। କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ରବିବାର ଦିନ ରାଜ୍ୟରେ ବର୍ଷା...