୨୦୧୯ ପାଇଁ ପ୍ରାର୍ଥୀ ଖୋଜିଲା କଂଗ୍ରେସ, ପିଇସି ବୈଠକରେ ଦିନ ତମାମ୍ ଚାଲିଲା ମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଇସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
୨୦୧୯ରେ ନୂଆ ମୁହଁକୁ ଦିଆଯିବ ଅଗ୍ରାଧିକାର
୨୦୧୪ରେ ଜିତିଥିବା ସବୁ ବିଧାୟକଙ୍କୁ ମିଳିବ ଟିକେଟ
ଅମାନତ ହାରିଥିବା ନେତାଙ୍କୁ ମିଳିବନି ଟିକେଟ
ରାହୁଲ ଗାନ୍ଧିଙ୍କଠାରୁ ଗୁରୁମନ୍ତ୍ର...
ଘରେ ପଇସା ନାହିଁ, ହୋଇପାରୁନି କଲେଜ ଛାତ୍ରୀଙ୍କ କ୍ୟାନସର ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଟକୁରା ଗାଁର ଜଗବନ୍ଧୁ ନାୟକଙ୍କ ଝିଅ ସୁମିତ୍ରା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ। ଦୀର୍ଘ ଦିନ ହେଲା ସୁମିତ୍ରା କର୍କଟ ରୋଗରେ ପୀଡ଼ିତ ତିଲେ ମଧ୍ୟ...
‘ଚିନ୍ତା ଓ ଚେତନା’ର ବର୍ଷା ମହୋତ୍ସବ ଅଗଷ୍ଟ ୨୨ ଓ ୨୩
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ର ୪୦ତମ ବର୍ଷା ମହୋତ୍ସବ ଅଗଷ୍ଟ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ରମଣ୍ଡପରେ ସନ୍ଧ୍ୟା...
ବନ୍ୟା ବିପନ୍ନଙ୍କ ଆଶ୍ରୟ ଶିବିରରେ ବାହାଘର
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ଏସବୁ ଭିତରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଆଶ୍ରୟ ଶିବିରରେ ନୂଆ ସଂସାର ଗଢ଼ିଛନ୍ତି ବିପନ୍ନ ନବଦମ୍ପତି।
ପାଣିରେ ଘର ବୁଡ଼ି...
ପ୍ରେମିକାକୁ ମନାଇବା ପାଇଁ ତିନି ଶହ ବ୍ୟାନର ଓ ହୋର୍ଡିଂରେ ଲେଖିଲେ ‘ଆଇ ଆମ୍ ସରି’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରେମିକାର ମାନଭଞ୍ଜନ ପାଇଁ ଅଭିନବ ପନ୍ଥା ଆପଣେଇ ନେଇଛି ପ୍ରେମିକ। ସହରସାରା ଲାଗିଥିବା ପ୍ରାୟ ତିନି ଶହ ବ୍ୟାନର ଓ ଫ୍ଲେକ୍ସ ହୋର୍ଡିଂରେ ପ୍ରେମିକାର ନାଁ ସହ ଲେଖାଯାଇଛି ‘ଆଇ ଆମ୍...
କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତା – ଦିନକର ଦରମା ଦେବେ ଆଇଏଏସ୍ ଓ ଆଇପିଏସ୍ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କାରୀ ବନ୍ୟାରେ ଭାସୁଛି କେରଳ। ୩୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଚାଷଜମି ଓ ଘର ନଷ୍ଟ ହୋଇଯାଇଛି। ଫଳରେ କେରଳକୁ ବିଭିନ୍ନ ରାଜ୍ୟରୁ ସହାୟତାର ସୁଅ ଛୁଟୁଛି। କେନ୍ଦ୍ର...
ରାତି ୯ଟା ପରେ ଏଟିଏମ୍ରେ ଟଙ୍କା ଭର୍ତ୍ତି କରାଯିବ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କ ସୁରକ୍ଷା ଦିଗରେ କେନ୍ଦ୍ର ଗୃହ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଜାରି। ଆସନ୍ତା ଫେବ୍ରୁଆରି ମାସରୁ ରାତି ୯ଟା ପରେ କୌଣସି ଏଟିଏମରେ ଟଙ୍କା ଭର୍ତ୍ତି କରାଯିବ ନାହିଁ।
ଏଟିଏମ୍ ଏବଂ ଏଟିଏମରେ...
ଆଧାର କାର୍ଡ ଜାଲିଆତି ରୋକିବାକୁ ଆଉ ଏକ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଆଧାର କାର୍ଡଧାରୀଙ୍କ ବାୟୋମେଟ୍ରିକ୍ ତଥ୍ୟରେ ଆଙ୍ଗୁଠି ଛାପ ଏବଂ ଆଖିର ଆଇରିସର ପରଦା ସଂପର୍କିତ ତଥ୍ୟ ସହ କାର୍ଡଧାରୀଙ୍କ ମୁହଁ ସଂପର୍କିତ ତଥ୍ୟ ରଖିବାକୁ ସ୍ଥିର କରିଛନ୍ତି ଆଧାର କାର୍ଡ...
ଇନ୍ଦ୍ରାବତୀ ଜଳଭଣ୍ଡାରର ୫ଟି ଗେଟ ଖୋଲିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ୫ଟି ଖୋଲାଯାଇଛି। ଦେଓପ।ଲି ଡ୍ୟାମର ୪ଟି ଏବଂ ମୁରାନ ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି।
ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳପତ୍ତନ ଶନିବାର ସାନ୍ଧ୍ୟ ସୁଦ୍ଧା...
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିବ୍ରଦର୍ସ ଅପରାଧିକ ମାମଲାରେ ପ୍ରଥମ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସିଜିଏମ କୋର୍ଟ। ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବିଡାନାସୀ ଥାନାର ଦୁଇଟି ମାମଲାରେ ଏହି ଦଣ୍ଡାଦେଶ...





















