ଗ୍ରାମବାସୀଙ୍କ ରକ୍ଷାକବଚ ସାଜିଲେ ଯବାନ – ବନ୍ୟାରେ ଫସିଥିବା ୪୦ ଗ୍ରାମବାସୀଙ୍କୁ କରିଲେ ଉଦ୍ଧାର

ମାଲକାନଗିରିରୁ ଇଶ୍ଵର ପଟ୍ଟନାୟକ ପୂର୍ବରୁ ଗର୍ଭବତୀ ମହିଳା ତଥା ରୋଗୀମାନଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବାରେ ଯବାନମାନଙ୍କ ଭୂମିକା ଅନେକ ଦେଖିଛେ। ହେଲେ ଏବେ ଏମିତି ଆଉ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଯବାନମାନଙ୍କୁ ସଲାମ...

ଏସିଆନ୍‌ ଗେମ୍ସ – ସୁଟିଂରେ ଦୀପକ କୁମାର ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୧୮ ଏସିଆନ୍‍ ଗେମ୍‍ରେ ଭାରତକୁ ଆଜି ୧୦ ମିଟର ଏୟାର ରାଇଫଲରେ ଆଉ ଏକ ପଦକ ମିଳିଛି। ଭାରତୀୟ ସୁଟର ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର୍‌ ଏୟାର୍‌...

ଆଜି କଂଗ୍ରେସ ପ୍ରାର୍ଥୀ ତାଲିକା ଆଲୋଚନା, ପ୍ରଥମ ସପ୍ତାହରେ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା କରିଦିଆଯିବ। ରାଜ୍ୟ କଂଗ୍ରେସ ରୀତିମତ ନିର୍ବାଚନକୁ ଓହ୍ଲାଇବା ସଂକେତ ଦେଇଛି।...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମାଲ – ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟରେ ଭାରତର ପଲା ଭାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଟ୍ରେଣ୍ଟ୍‌ବ୍ରିଜ୍‌ରେ ପ୍ରଥମ ଦୁଇ ଦିନ ଭାରତୀୟଙ୍କ ବ୍ୟାଟିଂ ଓ ବୋଲିଂ କମାଲ୍‌ ଦେଖିବାକୁ...

ଏସିଆନ ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କଲେ ବଜରଙ୍ଗ ପୁନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି।...

ଦଶହରାରେ ଧୂମ୍ ମଚାଇବ ବାବୁସାନଙ୍କ ସିନେମା ‘ଶ୍ରୀମାନ୍ ସୁରଦାସ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଦଶହରା ଅବସରରେ ଦୁଇଟି ନୂଆ ଓଡ଼ିଆ ସିନେମା ରିଲିଜ୍‌ ହେବା ଥୟ। ଗତଥର ଭଳି ଏଥର ମଧ୍ୟ ସୁପରଷ୍ଟାର୍‌ ବାବୁସାନ୍‌ ‘ଶ୍ରୀମାନ୍‌ ସୁରଦାସ’ ବନି ଆସୁଛନ୍ତି ପରଦାକୁ। ୨୦୧୮ ପୂଜା ବଜାରକୁ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଲାଉ ଜୁସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଉ ପାଟିକୁ ସ୍ବାଦ ନଲାଗିଲେ ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଲାଉରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିଥାଏ। ଲାଉ ଜୁସ୍‌ରୁ ଶରୀରକୁ ମିଳୁଥିବା...

କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, ଆଗରୁ ଏହି ନାୟିକାମାନେ ବି ବିଦେଶୀଙ୍କ ପ୍ରେମରେ ପଡ଼ିଥିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ କେବଳ ପ୍ରିୟଙ୍କା ଚୋପ୍ରା ନୁହଁନ୍ତି, ଅନ୍ୟ ବଲିଉଡ ନାୟିକାମାନେ ମଧ୍ୟ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ବରଂ କେତେକ ନାୟିକା ବିବାହ ମଧ୍ୟ କରିଥିଲେ। ଆସନ୍ତୁ ନଜର ପକାଇବା ସେମାନଙ୍କ...

ପୁସ୍ତକ ସମୀକ୍ଷା: ‘ମୁଁ ବେଲାଳସେନ’/ ‘ଭାନୁମତୀପୁରରୁ ଭାରତବର୍ଷ’

ଭାସ୍କର ପରିଛା ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀ ମୂଳକ ଉପନ୍ୟାସ ବା ଅଟୋବାୟୋଗ୍ରାଫିକଲ ନଭେଲ ଏକ ସ୍ୱଳ୍ପ ଉଦ୍ୟମିତ ଦିଗ। ଏହି ଧରଣର ଉପନ୍ୟାସରେ ସାଧାରଣତଃ ଆତ୍ମଜୀବନୀ ସହିତ ଉପନ୍ୟାସର ଘଟଣା ଓ ଚରିତ୍ରମାନେ ଯୋଡ଼ି...

କର୍କଟ ପୀଡ଼ିତା ସୋନାଲି ବେନ୍ଦ୍ରେଙ୍କୁ ଏହି ଦୁଇଜଣ ପାଗଳ ଭଳି ପ୍ରେମ କରୁଥିଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ସମ୍ପ୍ରତି କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ହେଲେ ଜାଣନ୍ତି କି ସୋନାଲି ପ୍ରେମରେ ଜଣେ ରାଜନେତା ଓ ଆଉ ଜଣେ କ୍ରିକେଟ...