ଶ୍ରୀମନ୍ଦିର ସଂସ୍କାର – ସୁପ୍ରିମକୋର୍ଟଙ୍କୁ ଜବାବ ଦେବା ପାଇଁ ସ୍ୱତନ୍ତ୍ର କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଆଲୋଚନା
ଗଠନ ହେଲା ସ୍ୱତନ୍ତ୍ର କମିଟି
ଅଧ୍ୟକ୍ଷ ରହିଲେ ଗଜପତି ମହାରାଜ
ଯେତେ ଆଲୋଚନା ହେଲେ ବି ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶାବଳୀ ଶ୍ରୀମନ୍ଦିରରେ...
ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ମହାସଚିବ ରହିଥିଲେ। ମହାସଚିବ ରହିଥିବା ବେଳେ...
କାଲିଠାରୁ ପ୍ରବଳ ବର୍ଷା – ୩ ଦିନ ଧରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ପରିଣତ...
ପାଣିରେ ବିମାନ ବନ୍ଦର : ଏହା କ’ଣ, କାହିଁକି ଉଠିଛି ବିବାଦ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଏକ ୱାଟର ଏରୋଡ୍ରୋମ ନିର୍ମାଣକୁ ନେଇ ଉଠିଛି ବିବାଦ। ୱାଟର ଏରୋଡ୍ରୋମ କ’ଣ ଏବଂ କାହିଁକି ଏହାକୁ ନେଇ ଉଠିଛି ବିବାଦ ଆସନ୍ତୁ ଜାଣିବା।
ଚିଲିକାରେ ଏକ ୱାଟର ଏରୋଡ୍ରୋମ ନିର୍ମାଣ...
କେରଳ ବନ୍ୟାରେ ଫସିଛନ୍ତି ୧୪୦ ଜଣ ଓଡ଼ିଆ – ଉଦ୍ଧାର ପାଇଁ ଗଲା ସ୍ଵତନ୍ତ୍ର ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳ ଜଳପ୍ରଳୟରେ ଫସିରହିଛନ୍ତି ଅନେକ ଓଡ଼ିଆ। ସେମାନଙ୍କୁ ଉଦ୍ଧାର ପାଇଁ ଗଲା ସ୍ଵତନ୍ତ୍ର ଟିମ୍।
କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଲାଣି ୩୨୪ ଜଣଙ୍କ ଜୀବନ। ଏହି ଜଳପ୍ରଳୟରେ ଫସିରହିଛନ୍ତି ଅନେକ ଓଡ଼ିଆ।...
କେରଳରେ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଦେଖିଲେ ପ୍ରଧାନମନ୍ତ୍ରୀ – ୫୦୦ କୋଟି ସହାୟତା ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି।
କେରଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଦେଖିଛନ୍ତି...
ଇମ୍ରାନ ଖାନ୍ଙ୍କ ନୂଆ ଇନିଂସ୍ – ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।
ପୂର୍ବତନ ପାକିସ୍ତାନ କ୍ରିକେଟର ଇମ୍ରାନ ଖାନ୍ଙ୍କ ନୂଆ ଇନିଂସ୍। ପାକିସ୍ତାନ ତେହରିକ୍...
ଆଜିଠୁ ଏସିଆନ୍ ଗେମ୍ସ – ଭାଗ ନେବେ ୪୫ଟି ଦେଶର ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମ୍ବାଙ୍ଗ୍ ସହରରେ ଏହି କ୍ରୀଡ଼ା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ। ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧...
ଆଜିଠୁ ତୃତୀୟ ଟେଷ୍ଟ୍ – ‘କର ବା ମର’ ସ୍ଥିତିରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଆଜି ଟ୍ରେଣ୍ଟ ବ୍ରିଜ୍ର ନଟିଂହାମ ପଡ଼ିଆକୁ ଓହ୍ଲାଇବ। ୫ଟିକିଆ ସିରିଜ୍ରେ ୦-୨ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ପାଇଁ କମ୍-ବ୍ୟାକ୍...
ନିର୍ଦ୍ଦେଶକଙ୍କ କଥା ମାନିନଥିଲେ ଏହି ବଲିଉଡ ଷ୍ଟାରମାନେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏମିତି କିଛି ବଲିଉଡ କଳାକାର ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ କଥା ମାନିନଥିଲେ। ଜାଣନ୍ତୁ ସେମାନେ କାହିଁକି ମାନିନଥିଲେ ନିର୍ଦ୍ଦେଶକଙ୍କ କଥା…
ଫିଲ୍ମ ନିର୍ମାଣରେ ସବୁଠାରୁ ବଡ଼ ଭୂମିକା ହେଲା ନିର୍ଦ୍ଦେଶକଙ୍କର। କାରଣ...





















