ନବୀନ ଶୁଣିଲେନି, ଧର୍ମେନ୍ଦ୍ରଙ୍କ ପାଖକୁ ଯିବି: ହେମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ମହଲା ଅଫିସରଙ୍କୁ ପୁଣି ନିଶାନା ନିଶାନା କଲେ ବିଜେଡି ନେତ୍ରୀ ହେମା ଗମାଙ୍ଗ ଦଳ କଥା ବୁଝନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରି ବିଜେଡି ଆପଣାଇଛି 'ୟୁଜ୍‌ ଆଣ୍ଡ ଥ୍ରୋ'...

ଆଧାରକାର୍ଡ ଲାମିନେଶନ୍ କରୁଛନ୍ତି କି? ସାବଧାନ ହୋଇଯାନ୍ତୁ, ହ୍ୟାକ୍ ହୋଇପାରେ ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଧାରକାର୍ଡଧାରୀମାନେ ସାବଧାନ ହୋଇଯାନ୍ତୁ ନଚେତ୍ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଯଦି ଆପଣ ଆପଣଙ୍କର ଆଧାରକାର୍ଡର ସୁରକ୍ଷା ପାଇଁ ତାକୁ ଲାମିନେଶନ୍ କିମ୍ବା ପ୍ଲାଷ୍ଟିକ କାର୍ଡ କରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଆଧାର...

ସୁନ୍ଦର ହେବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ବନ୍ଧାକୋବି ଜୁସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟିକୁ ସ୍ଵାଦ ଲାଗୁନଥିଲେ ବି ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବନ୍ଧାକୋବି ଜୁସ୍‌। ଆକର୍ଷଣୀୟ ଲୁକ୍ ଠାରୁ ଆରମ୍ଭ କରି କ୍ୟାନସର ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ...

ଉପ-ନିର୍ବାଚନ ପୂର୍ବରୁ ବଦଳିଲେ ବରଗଡ଼ ଏସପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମୁଛି ବିଜେପୁର ରାଜନୀତି। ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଏସ୍‌ପିଙ୍କୁ ବଦଳାଇବା ପାଇଁ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଅଧିକାରୀ। ଏହାକୁ ନେଇ ରାଜନୀତି ଉଷ୍ମ। ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଜମୁଛି ରାଜନୀତି। ମାହୋଲ ଜମିବା...

ଲଞ୍ଚ୍ ହେଲା ବିଶ୍ଵର ସବୁଠୁ ଶକ୍ତିଶାଳୀ ରକେଟ୍ ‘ଫାଲକନ ହେଭି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ସ୍ୟାଟର୍ଣ୍ଣ-୫’ ରକେଟକୁ ମାତ୍‌ ଦେଇ ‘ଫାଲକନ ହେଭି’ ହେଲା ବିଶ୍ଵର ସବୁଠୁ ଶକ୍ତିଶାଳୀ ରକେଟ୍‌ ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକା ଆଉ ଏକ କୀର୍ତ୍ତିମାନ ହାସଲ କରିଛି। ପ୍ରଥମଥର ପାଇଁ ଏକ କାରକୁ...

କାର୍‌ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ ଆହତ ହୋଇଛନ୍ତି। ରାଜସ୍ଥାନର କୋଟାରେ ଥିବା ଏକ ବିବାହ ଭୋଜିରେ ଭାଗ ନେବା ପାଇଁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍...

କୁନ୍ଦୁଲି ଘଟଣାର ତଦନ୍ତ କରିବ ଏସଆଇଟି: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୁନ୍ଦୁଲି ମାମଲାର ତଦନ୍ତ ଏସଆଇଟି (ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ)କୁ ସ୍ଥାନାନ୍ତର କରାଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଏସଆଇଟି...

ଓଡ଼ିଶାରେ ନେପାଳ ରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଲେ ପୂର୍ବତନ ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍‌ ବିକ୍ରମ ସିଂହ ଶାହା ଦେବ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ...

ବଢିଲା ସୁନା ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନା ଦର ମହଙ୍ଗା ହୋଇଛି। ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ପହଞ୍ଚିଛି ସୁନା। ବିଶ୍ୱର ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଦର ଉପରେ...

ଏମାନଙ୍କ କ୍ୟାରିଅର୍ “ଅଭିମାନ”ରୁ ଆରମ୍ଭ ହୋଇଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ   ‘ଅଭିମାନ’ ଚଳଚ୍ଚିତ୍ର ଅନେକ ଓଡ଼ିଆ କଳାକାରଙ୍କ ପାଇଁ ଥିଲା ଭାଗ୍ୟୋଦୟ ଚଳଚ୍ଚିତ୍ର। ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅନେକ କଳାକାର। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା "ଅଭିମାନ" ଏକ...