କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...

ପ୍ରତିଦିନ ତାଜମହଲ ପରିଦର୍ଶନ କରିବେ ୪୦ ହଜାର ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର...

ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଡିସେମ୍ବର ୧୦ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ। ଏହି ସୂଚନା ମିଳିବା ପରେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବିଭିନ୍ନ ମହଲରେ ଖେଳିଯାଇଛି ଉତ୍ସାହ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୁସି...

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ବିକାଶ ନେଇ ସମ୍ବଲପୁରରେ ମାନସ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମ୍ବଲପୁରଠାରେ ଆଜି ଦନ ତମାମ୍ ଚାଲିଥିଲା ମାନସ ମନ୍ଥନ। ଫୋକସ୍‌ରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପଶ୍ଚିମ ଓଡ଼ିଶା ପର୍ଯ୍ୟଟନକୁ ମୁଖ୍ୟ...

କାଚ ପରି ଚମକେ ମେଘାଳୟର ଏହି ନଦୀ, ବୋଟିଂ କଲାବେଳେ ବଂଲାଦେଶକୁ ଛୁଇଁବାକୁ ପାଇବେ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଟୋ: ସୁଶ୍ରୀ ସ୍ମିତା ବେହେରା ମେଘାଳୟରେ ପ୍ରବାହିତ ହେଉଛି ଦାଓକୀ ନଦୀ। ଏହି ନଦୀର ପାଣି କାଚ ଭଳି ସଫା। ଯେଉଁଠି ଆପଣ ବୋଟିଂ କଲେ ଆପଣଙ୍କୁ ଲାଗିବ ଆପଣ କାଚ ଉପରେ...

ଭାରତୀୟ ଏସ୍‌ୟୁଭି ବଜାରରେ କଡ଼ା ଟକ୍କର ଦେବ ଜିପ୍‌ କମ୍ପାସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେଉଁମାନେ ପକ୍ଷୀ ଭଳି ଉଡ଼ିବାକୁ ଚାହାନ୍ତି ଏବଂ ଗାଡ଼ିର ଆକ୍ସିଲରେଟରରେ ପାଦ ଥୋ‌ଇ ଏହି ସ୍ୱାଧୀନତାର ସ୍ୱାଦ ଚାଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏବେ ଖୋଲିଛି ଏସ୍‌ୟୁଭି ବଜାର। ଏହି ସ୍ପୋର୍ଟ୍ସ୍‌...

ରଥଯାତ୍ରା ପାଇଁ ପୁରୀରେ ହୋଟେଲ ଅଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ସମୟରେ ପୁରୀ ସହରରେ ଗୋଟିଏ ବଡ଼ ସମସ୍ୟା ହେଉଛି ଯାତ୍ରୀଙ୍କ ରହିବା ପାଇଁ ଜାଗାର ଅଭାବ। ହଜାର ହଜାର ପର୍ଯ୍ୟଟକ ଓ ଭକ୍ତଙ୍କ  ପାଇଁ ଯେତିକି ହୋଟେଲ ରୁମ୍ ଦରକାର...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍‌ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍‌ ତରଫରୁ ମଞ୍ଚସ୍ଥ...

ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

ଏଣିକି ବିନା ଭିସାରେ ବ୍ରାଜିଲ ଯାତ୍ରା କରିପାରିବେ ଭାରତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ଦରକାର ପଡ଼ିଥାଏ। ହେଲେ ବ୍ରାଜିଲ ଯାତ୍ରା କରିବା ପାଇଁ ଭାରତୀୟଙ୍କୁ ଭିସା ଦେବାକୁ ପଡ଼ିବ ନାହିଁ। ଏଣିକି...