ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକସ୍ତାନ ବାୟୁସେନା ଭାରତର ବାୟୁସୀମା ଉଲଙ୍ଘନ କରିଛି। ରାଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି।

ଏନେଇ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲେହ, ଜମ୍ମୁ. ଶ୍ରୀନଗର, ପଠାନକୋଟ ବିମାନମନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି।

ଏମିତିକି ଯାତ୍ରୀବାହୀ ବିମାନ ଚଳାଚଳ ସାମୟିକ ବନ୍ଦ କରାଯାଇଛି।

ଭାରତୀୟ ବାୟୁସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନର ଏଫ୍‌ ୧୬ ବିମାନକୁ ଭାରତ ଖସାଇଛି। ତେବେ ପିଓକେରେ ପଶି  ଯୁଦ୍ଧ ବିମାନକୁ ସେନା ଖସାଇଛି। ଭାରତୀୟ ସୀମାର ତିନି କିଲୋମିଟର ଭିତିରେ ବିମାନକୁ ଖସାଇଥିବା ସୂଚନା ମିଳିଛି।

 

Comment