ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ବା ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ବିଟେକ୍, ଲାଟେରାଲ ଏଣ୍ଟ୍ରି ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ବି ଫାର୍ମ ଓ ଏମ୍ ଫାର୍ମର ପରୀକ୍ଷା ୨୧ରେ ଅନୁଷ୍ଠିତ ହେବ।

ରବିବାର ସକାଳ ୯ଟା ୩୦ରୁ ୧୦ଟା ୩୦ ପ୍ରଥମ ସିଟିଂ ଥିବା ବେଳେ ୧୨ଟାରୁ ୧ଟା ଯାଏଁ ଦ୍ୱିତୀୟ ସିଟିଂ ରହିଛି।

ବିଦ୍ୟାର୍ଥୀମାନେ ଓଜେଇଇ ଓ୍ୱେବସାଇଟ୍‌ https://ojee.nic.inରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ।

Comment