ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି କମିସନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ ୟୁନିଟ। ଏହି ୟୁନିଟ ଦାୟିତ୍ଵରେ ରହିବେ ଡିଆଇଜି ପାହ୍ୟା ପୋଲିସ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି କମିସନରେଟ ପୋଲିସ ବୋଲି କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅନ୍ୟ ରାଜ୍ୟ କମିସନରେଟ ପୋଲିସ ଢାଞ୍ଚାରେ କ୍ରାଇମ ୟୁନିଟ କରାଯିବ। ନିଶା କାରବାର ଓ ଅପରାଧ ଉପରେ ଏହି ୟୁନିଟରେ ନଜର ରଖିବ।

Comment