ଓଡ଼ିଶାଲାଇଭ ବ୍ୟୁରୋcorona-3

ରାଜଧାନୀ ଭୁବନେଶ୍ୱରରେ ରବିବାର ପୁଣି ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିଲା ବେଳେ ୧୮ଟି  ଲୋକାଲ କେସ୍‌ ରହିଛି।

ନୟାପଲ୍ଲୀ ବ୍ରିଟ କଲୋନୀ, ରସୁଲଗଡ଼, ଅଶୋକ ନଗର, ହଳଦୀପଦା ବସ୍ତି, ଡୁମଡୁମା, ୟୁନିଟ ୮, ଶୈଳଶ୍ରୀ ବିହାର, ସାମନ୍ତରାପୁର, ଚିନ୍ତାମଣିଶ୍ୱର ଆଦି ସ୍ଥାନରୁ ଲୋକାଲ କେସ୍‌ ଆସିଥିବାରୁ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।CGU new

ଭୁବନେଶ୍ୱନରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୨୩ ଜଣ ସୁସ୍ଥ ହୋଇଥିଲା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୬୪୬ ଟି ଆକ୍ଟିଭ କେସ୍ ରହିଛି।

Comment