ଓଡ଼ିଶାଲାଇଭ୍ ବ୍ୟୁରୋ
୧୭ ଡିସେମ୍ଵର ୨୦୨୦
- ପଶ୍ଚିମବଙ୍ଗରେ ଭାଙ୍ଗୁଛି ‘ମମତା ଦୁର୍ଗ’, ବଳ ଗୋଟାଉଛି ବିଜେପି
- ପ୍ରଥମ ଦିନରେ ୨୩୩ ରନ୍ କଲା ଟିମ୍ ଇଣ୍ଡିଆ, ୭୪ ରନ୍ କରି କୋହଲି ଆଉଟ୍
- ବିକ୍ଷୋଭ ପ୍ରଦର୍ଶନ କରିବା କୃଷକଙ୍କ ଅଧିକାର – ସୁପ୍ରିମକୋର୍ଟ
- କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ଦେବେ ଓଡ଼ିଶା ସରକାର
- ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
- ଓଡ଼ିଶାର କରୋନା ରିପୋର୍ଟ – ଗତ ୨୪ ଘଣ୍ଟାରେ ୩୫୧ ପଜିଟିଭ୍ ଚିହ୍ନଟ, ୫ ଆକ୍ରାନ୍ତ ମୃତ
- ଅସୁସ୍ଥ ହୋଇପଡିଥିବା ବିଶିଷ୍ଟ ଲେଖକ ମନୋଜ ଦାସ ପୁଡୁଚେରୀର ଜିପମରକୁ ସ୍ଥାନାନ୍ତରିତ
- ପରୀ ହତ୍ୟାକାଣ୍ଡ ମାନିଯିବା ପାଇଁ ତାଙ୍କୁ ୫ ଲକ୍ଷ ଲାଞ୍ଚ ଯଚା ଯାଇଥିଲା ବୋଲିନୟାଗଡ ଯଦୁପୁର ଗାଁର ଯୁବକଙ୍କ ଅଭିଯୋଗ
- ମାଲକାନଗିରି ଜିଲ୍ଲାରେ ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ
- ପରୀକୁ ନ୍ୟାୟ ମିଳିବା ଦାବିରେ ଶିଶୁଙ୍କ ଦ୍ୱାରା ନବୀନ ନିବାସ ପର୍ଯ୍ୟନ୍ତ ୧୩ କିଲୋମିଟର ସାଇକେଲ ଯାତ୍ରା
- ଟାଟା ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ
- ଇପିଏଫ ପେନସନଧାରୀଙ୍କ ପେନସନ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ସ୍ପଷ୍ଟ ଦିବଲୋକରେ ବ୍ରହ୍ମପୁର ବଡ଼ ବଜାରରେ ସୁନା ଦୋକାନରୁ ୪୦୦ ଗ୍ରାମ ସୁନା ଓ ଦେଢ଼ ଲକ୍ଷ ଟଙ୍କା ଲୁଟ
- କରୋନା ମୃତ୍ୟୁର ଏକ ମାସ ପରେ ମୃତକଙ୍କ ପାଖକୁ ଆସିଲା ଟେଷ୍ଟ ସମ୍ପର୍କରେ ଏସଏମଏସ ମେସେଜ








୧୭ ଡିସେମ୍ଵର ୨୦୨୦









