ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ମହିଳାମାନଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଦେଖିବାକୁ ମିଳେ। ବ୍ରେଷ୍ଟ କ୍ୟାନ୍ସର କାହିଁକି ହୁଏ, ଏହାର ନିର୍ଦ୍ଧିଷ୍ଟ କୌଣସି କାରଣ କହିହେବ ନାହିଁ ବୋଲି କୁହନ୍ତି ଡାକ୍ତର ଅମିତାଭ ଜେନା।

ସ୍ତନ କର୍କଟକୁ ପୂର୍ବରୁ ଚିହ୍ନିପାରିଲେ ଏହାର ଜଟିଳତାକୁ ରୋକା ଯାଇପାରିବ। ତେଣୁ ମହିଳାମାନଙ୍କୁ ନିୟମିତ ବ୍ୟବଧାନରେ ସ୍ତନର ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି।

ତେବେ କେମିତି ସ୍ତନ କର୍କଟକୁ ଚିହ୍ନିବା ଏବଂ ଏହାର ଲକ୍ଷଣ କ’ଣ ସବୁ ରହିଛି? ସେ ନେଇ ବିଶିଷ୍ଟ କ୍ୟାନ୍ସର ସର୍ଜନ ଡାକ୍ତର ଅମିତାଭ ଜେନା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #BreastCancer #WomenHealth #OdiaHealthTips #Treatment

Comment