ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା ଅର୍ଶ ଏବଂ ମଳକଣ୍ଟକ ଭଳି ମଳଦ୍ୱାର ଜନିତ ରୋଗର ମୂଳ କାରଣ ପାଲଟିଛି। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମଳକଣ୍ଟକ ଭଳି ସମସ୍ୟା ଦେଖାଦେଉଛି। ମଳକଣ୍ଟକର ଶିକାର ହେଉଥିବା ମଣିଷକୁ ବିଭିନ୍ନ ସମସ୍ୟା ସହ ମଳଦ୍ଵାରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ।

ତେବେ ମଳକଣ୍ଟକ କାହିଁକି ହୁଏ ଏବଂ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେନେଇ ବିଶିଷ୍ଟ ଲାପରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #OdiaHealthTips #Treatment #AnalFissures #Hemorrhoids

Comment