ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ମାନସିକ ଅବସ୍ଥା

ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ ହୋଇଥାଏ। ତେବେ କେମିତି ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #Arthritis #OldAge #DoctorsAdvice

Comment