ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ କାନରେ ସଂକ୍ରମଣ ହୋଇଥିଲେ କାନରୁ ପୁଜ ବାହାରିଥାଏ। କେବଳ ସେତିକି ନୁହେଁ କାନରେ ଆଘାତ ଲାଗିଥିଲେ କିମ୍ବା କୌଣସି ଜିନିଷ କାନ ପରଦାରେ ମାଡ଼ ହୋଇଥିଲେ କାନରୁ ପୁଜ ବାହାରିଥାଏ।

ବେଳେବେଳେ କାନରୁ ପୁଜ ଏବଂ ପାଣି ବାହାରିବା ସହ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଏପରି ହେଲେ ହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କାନରୁ ପୁଜ ବାହାରିଲେ କିଭଳି ଏହାର ଚିକିତ୍ସା କରାଯାଏ? ସେ ବିଷୟରେ କର୍ଣ୍ଣ, ନାଶା, ଗଳା ବିଶେଷଜ୍ଞ ଡାକ୍ତର ରୋହିତ ଅଗ୍ରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #OdiaHealthTips #EarInfection #CausesofPus #Treatment #DoctorsAdvice

Comment