Realme X2 Proରେ ୬୪ ମେଗାପିକ୍ସେଲ କ୍ୟାମେରା ସହ ମିଳିବ 20x ଜୁମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ରିୟଲମି ପକ୍ଷରୁ ଏହାର ଅପ୍‌କମିଙ୍ଗ୍‌ ସ୍ମାର୍ଟଫୋନ 'ରିୟଲମି ଏକ୍ସ୨ ପ୍ରୋ' ଲଞ୍ଚ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏହାକୁ ୟୁରୋପ୍‌ରେ ଲଞ୍ଚ କରାଯିବ। ତେବେ ବର୍ତ୍ତମାନ ଏହାର ପ୍ରମୁଖ...

ଅକ୍ଟୋବର ମାସରେ ୧୫ ଦିନ ପ୍ରଡକ୍ସନ ବନ୍ଦ କରିବ ଅଶୋକ ଲେଲାଣ୍ଡ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂଜା ସିଜନରେ ଦେଶର ନାମି ଅଟୋ ମୋବାଇଲ କମ୍ପାନି ଅଶୋକ ଲେଲାଣ୍ଡ ବଡ଼ ଘୋଷଣା କରିଛି। ହିନ୍ଦୁଜା ଗ୍ରୁପ୍‌ର ଅଶୋକ ଲେଲାଣ୍ଡର କମ୍ପାନି ଅକ୍ଟୋବର ମାସରେ ଏହାର ବିଭିନ୍ନ ପ୍ଲାଣ୍ଟରେ ୧୫...

ନ୍ୟୁଜ୍‌ ଅପ୍‌ଡେଟ୍‌ @7PM (୦୫ ଅକ୍ଟୋବର ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର। କ୍ରିକେଟ୍‌ରୁ ଅବସରକୁ ନେଇ ମୁହଁ ଖୋଲିଲେ ହରଭଜନ ସିଂହ ଭାରତୀୟ କ୍ରିକେଟ୍‌ ଟିମ୍‌ର ବରିଷ୍ଠ ଅଫ୍‌-ସ୍ପିନର ହରଭଜନ...
instagram threads

ଇନ୍‌ଷ୍ଟାଗ୍ରାମ ଥ୍ରେଡ୍‌ସରେ ନିଜ ନିକଟତମ ବନ୍ଧୁଙ୍କ ସହ କରିପାରିବେ ଚ୍ୟାଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଫେସବୁକ୍ ତାର ୟୁଜର୍ସମାନଙ୍କ ପାଇଁ ଇନଷ୍ଟାଗ୍ରାମ ଥ୍ରେଡସ୍ ନାମକ ଏକ ଆପ୍ ଲଞ୍ଚ କରିଛି। ଯେଉଁଥିରେ ଆପଣ କେବଳ ନିଜର ନିକଟତମ ବନ୍ଧୁମାନଙ୍କ ସହ...

ଭାରତରେ ଲଞ୍ଚ ହେଲା Galaxy A20s ସ୍ମାର୍ଟଫୋନ – ଦାମ୍‌ ୧୧,୯୯୯ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଗାଲାକ୍ସି ଏ-ସିରିଜର ପ୍ରଚାର ପ୍ରସାର କରିବା ପାଇଁ ସାମସଙ୍ଗ ଗାଲାକ୍ସି ଏ୨୦ଏସ୍‌ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ହେଉଛି ଗାଲାକ୍ସି ଏ୨୦ର ଅପଗ୍ରେଡେଡ୍‌ ଭର୍ସନ। ନୂଆ ଡିଜାଇନ୍‌...

ଖୁବ୍‌ଶୀଘ୍ର ହ୍ୱାଟ୍ସଆପରେ ପଠାଇ ପାରିବେ ଟଙ୍କା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ହ୍ୱାଟ୍ସଆପ ଜରିଆରେ ମେସେଜ୍‌ ସହିତ ଟଙ୍କା ମଧ୍ୟ ନେଣଦେଣ କରିହେବ। ହ୍ୱାଟ୍ସଆପର ଗ୍ଲୋବାଲ ହେଡ୍‌ ବିଲ କୈଥକାର୍ଟଙ୍କ କହିବା ଅନୁଯାୟୀ, ହ୍ୱାଟ୍ସଆପ କମ୍ପାନି...

ସାବଧାନ! ଏହି ୫ ପ୍ରକାରର ଆପ୍‌ ଆପଣଙ୍କ ସ୍ମାର୍ଟଫୋନ ପାଇଁ କ୍ଷତିକାରକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହି ୫ ପ୍ରକାରର ଆପ୍‌ ପ୍ରତି ସାବଧାନ ରୁହନ୍ତୁ। କାହିଁକି ନାଁ ଏହା ଆପଣଙ୍କ ସ୍ମାର୍ଟଫୋନ ପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ।...

ଲଞ୍ଚ ପୂର୍ବରୁ ଲିକ୍‌ ହେଲା OnePlus 8 ସ୍ମାର୍ଟଫୋନର ଫଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ୱାନ ପ୍ଲସ୍ ନିକଟରେ ଭାରତରେ ଲଞ୍ଚ କରିଥିଲା ୱାନ ପ୍ଲସ୍ ୭ଟି ସ୍ମାର୍ଟଫୋନ। ହେଲେ ବର୍ତ୍ତମାନ ୱାନ ପ୍ଲସ୍ ୮ ସ୍ମାର୍ଟଫୋନ ଫଟୋ ସାମ୍ନାକୁ ଆସିଛି। ଦେଖିବାକୁ...
rbi

୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କଲା ଆର୍‌ବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ରେପୋ ରେଟ୍‌ ହ୍ରାସ କଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିଛି। ରେପୋ ରେଟ୍‌ ଏବେ ୫.୪୦ ପ୍ରତିଶତରୁ କମି ୫.୧୫ ପ୍ରତିଶତ...

ଅକ୍ଟୋବର ୯ରେ ଭାରତରେ ଲଞ୍ଚ ହେବ Redmi 8 ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ 'ରେଡ୍‌ମି ୮'। ଆସନ୍ତା ଅକ୍ଟୋବର ୯ରେ 'ରେଡ୍‌ମି ୮' ସ୍ମାର୍ଟଫୋନ ଭାରତରେ ଲଞ୍ଚ ହେବ।...