ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସରେ ଓଡ଼ିଶାର ୩ ନାରୀ ପ୍ରତିଭା ସମ୍ବର୍ଦ୍ଧିତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Cdx1oi83_O8] ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର...

ବିଶ୍ୱ ପରିବେଶ ଦିବସରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି...

ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଶନିବାର ଦିନ ସେ ନିଜ ଇସ୍ତଫାପତ୍ର ଉପବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଉପବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ୨୦୧୯ ମସିହାରୁ ସୂର୍ଯ୍ୟନାରାୟଣ ପାତ୍ର...

କଂଗ୍ରେସର ଚାଲିଛି ଘର ସଜଡ଼ା ଉଦ୍ୟମ: ନବ ସଂକଳ୍ପ ସମାବେଶକୁ ଆସିଲେନି ତାରା, ମୋକିମ ଏବଂ ରମେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସର ଚାଲିଛି ଘର ସଜଡ଼ା ଉଦ୍ୟମ। ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ସଭାପତି ହେବା ପରେ ଦଳର ନେତା ଏବଂ କର୍ମୀଙ୍କୁ ଏକାଠି କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ରାଜ୍ୟ...

ଓଡ଼ିଶାଲାଇଭ୍ ଟିମ୍ ସହ ସ୍ୱାମୀ ସରୋଜଙ୍କ ଜନ୍ମଦିନ ପାଳିଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଖୁସିର ଦିନ କେବେ ଆସିବ ତାକୁ ଅପେକ୍ଷା କଲେ ଖୁସି ମିଳେନି। ବରଂ ଛୋଟ ଛୋଟ ଖୁସି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଆଜି ମୋ ସ୍ୱାମୀ ସରୋଜଙ୍କ ଜନ୍ମଦିନ...

ଓକାକରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ପରିସରରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ସେଣ୍ଟର ସରକାରୀ ଓ୍ଵେବସାଇଟକୁ ସୁରକ୍ଷା ଯୋଗାଇବ। ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ...

ନନ୍ଦନକାନନଠାରେ ରାଜ୍ୟର ପ୍ରଥମ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାର ପାର୍କିଂକୁ ନେଇ ଏବେ ଚିନ୍ତା ଦୂର ହେବ। ପାର୍କିଂକୁ ନେଇ ଭୁବନେଶ୍ଵର-ନନ୍ଦନକାନନ ରାସ୍ତାରେ ଜମୁଥିବା ଭିଡ଼ ମଧ୍ୟ କମିବ। କାରଣ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନଠାରେ ତିନି ମହଲା...

୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ – ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ତିନି ଦିନିଆ ୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ...

ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ନିଖୋଜ ହୋଇଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର କରାଯାଇଛି। ସରୋଜ ପାଢ଼ୀ ତାମିଲନାଡ଼ୁ ବୁଲିବାକୁ ଯାଇ ପରିବାର ଲୋକଙ୍କ ସହ ଯୋଗାଯୋଗ କରିନଥିଲେ। ଫଳରେ ସରୋଜ ପାଢ଼ୀ ନିଖୋଜ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟଠାରେ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି...