ଟିଟୋ ଲିଙ୍କ୍ – ବାପୁ ପରିଡ଼ାର ଆଉ ଦୁଇ ସହଯୋଗୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍। ଟିଟୋ ଲିଙ୍କ୍‌ରେ ୨୮ ତାରିଖରେ ପାରାଦୀପରୁ ଗିରଫ ହୋଇଥିବା ବାପୁ ପରିଡ଼ାର ଆଉ ଦୁଇ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଗିରଫ କରି...

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀ ଗିରଫ, ବିଭିନ୍ନ ଥାନାରେ ରହିଛି ୨୮ଟି ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜୋରଦାର ଉଦ୍ୟମ କରୁଛି। ଟିଟୋର ବେଆଇନ୍ ସମ୍ପତ୍ତିକୁ ଜବତ କରିବା ସହ ଜଣକ ପରେ ଜଣେ ସହଯୋଗୀଙ୍କୁ ଗିରଫ...

କିରୋସିନ୍ ଢାଳି ଦେହରେ ନିଆଁ ଲଗାଇ ଦେଲା ନାବାଳିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଭାଣେଜୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଛି। ଫଳରେ ତାର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ...

ଆଉ ଜଣଙ୍କୁ ବାହା ହୋଇଗଲା ପ୍ରେମିକା, ପ୍ରତିଶୋଧ ପରାୟଣ ହୋଇ ତଣ୍ଟିକାଟି ଦେଲା ପ୍ରେମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାଘରର ୧୨ ଦିନ ପୂରିନି। ସ୍ୱାମୀ ସହିତ ବାପଘରକୁ ବୁଲିବାକୁ ଆସିଥିଲେ ନବବଧୂ। ହେଲେ ପ୍ରେମିକାକୁ ଜୀବନସାଥୀ କରି ନପାରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ତଣ୍ଟି କାଟି ଦେଇଛି ପ୍ରେମିକ। ଖାଲି...

ପୁଣି ଚାରି ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ଟିଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଜୁଲାଇ ୩୦ରୁ ଅଗଷ୍ଟ ୩ ତାରିଖ ଯାଏଁ ଟିଟୋକୁ ରିମାଣ୍ଡରେ ନେବା ପାଇଁ ରାଜନଗର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି...

କୋରାପୁଟରେ ଅନରକିଲିଂ – ପରିବାରର ଆତ୍ମସମ୍ମାନ ପାଇଁ ବଳି ପଡ଼ିଲେ ପ୍ରେମୀଯୁଗଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାସେ ହେଲା ଚାଲିଥିଲା ତଦନ୍ତ ହତ୍ୟା ଅଭିଯୋଗରେ ଗିରଫ ହେଲେ ୫ ଅଭିଯୁକ୍ତ ଝିଅର ବାପା, ଭାଇ ଏବଂ ତିନି ସହଯୋଗୀ ଗିରଫ ପରିବାରର ଆତ୍ମସମ୍ମାନ ପାଇଁ ପୁଣି ବଳିପଡ଼ିଲେ ପ୍ରେମୀଯୁଗଳ।...

ଡି ଲିଙ୍କ୍ – କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ରଞ୍ଜିତା ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକୁଳିବେ। ଗତ ମାର୍ଚ୍ଚ ୭ ତାରିଖରେ ରଞ୍ଜିତାଙ୍କୁ କମିଶନରେଟ୍ ପୋଲିସ ଗିରଫ...

ଦେଶ ବିରୋଧୀ ମେସେଜ୍‌ ପଠାଇବା ହେଲା କାଳ, ଜେଲ୍‌ରେ ‘ହ୍ୱାଟ୍‌ସଆପ୍‌ ଗ୍ରୁପ୍’ ଆଡମିନିଷ୍ଟ୍ରେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଦେଶ ବିରୋଧୀ ମ୍ୟାସେଜ ପଠାଇବା ଅଭିଯୋଗରେ ମଧ୍ୟପ୍ରଦେଶର ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ଆଡମିନଷ୍ଟ୍ରେଟର ଜୁନେଦ ଖାନ୍‌ ୫ ବର୍ଷ ହେଲା ଜେଲ୍ ଯାଇଛନ୍ତି। ପିଲା ଚୋରି ଗୁଜବ ସଂପର୍କିତ ମେସେଜ୍‌କୁ କେନ୍ଦ୍ର...

ଟିଟୋ ଦେଲା ଚାଞ୍ଚଲ୍ୟକର ବୟାନ, କହିଲା – ମତେ ଫସାଇ ଦିଆଯାଇଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିମାଣ୍ଡ ଅବଧି ଶେଷ ହେବା ପରେ ଗ୍ୟାଙ୍ଗଷ୍ଟର ଟିଟୋ ଆଜି ଜେଲ୍ ଯାଇଛି। କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌କୁ ଟିଟୋକୁ ପଠାଇ ଦିଆଯାଇଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବା ବେଳେ ଟିଟୋ...

ଟିଟୋ ସ୍ତ୍ରୀକୁ ଜେରା କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିଟୋ ସ୍ତ୍ରୀକୁ ଦେଢ଼ଘଣ୍ଟା ଜେରା କେନ୍ଦ୍ରାପଡ଼ା ଡିଲାରପୁର ଘରେ ଜେରା ଏତେ ସମ୍ପତ୍ତି କୁଆଡୁ ଆସିଲା? ସିଏସ୍‌ଓ ଅଫିସରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ ପେଟ୍ରୋଲ ପମ୍ପ୍ ଲାଇସେନ୍ସକୁ ନେଇ ଖୋଳତାଡ଼ ଗ୍ୟାଙ୍ଗଷ୍ଟର...