ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ – ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ, ୧୦ ହଜାର ଟଙ୍କାର ଜରିମାନା ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ପ୍ରମାଣ ନଷ୍ଟ ପାଇଁ...

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ – ହତ୍ୟା ନା ଆତ୍ମହତ୍ୟା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ। ସେଲ୍‌ଫି ବେବୋଙ୍କ ପରେ ଏସିପି ନିକିତା। ନୂଆ ବର୍ଷ ଆରମ୍ଭରୁ ଦୁଇ ଦୁଇ ଜଣ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଓଲିଉଡ ଜଗତରେ ଖେଳିଯାଇଛି ଶୋକର...

ଭୁବନେଶ୍ୱରରୁ ୩୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ – ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ ଓ ହଳଦିପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍‌ର ବାଉନ୍‌ ସୁଗାର ଜବତ ହୋଇଛି। ଶୁକ୍ରବାର ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ବ୍ରାଉନ୍‌ ସୁଗାର ଜବତ...

୨୦୧୮ର ରିପୋର୍ଟ ଦେଲେ ପୋଲିସ ଡିଜି – ୧୯ ମାଓବାଦୀ ନିହତ, ୨୭ ଜଣ କରିଛନ୍ତି ଆତ୍ମସମର୍ପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରି ଆସୁଛି-୨୦୧୮। ଏହି ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଅଛି ସେ ସମ୍ପର୍କରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ କାନ୍ଧରେ ଗୁଳି ବାଜିଛି। ଆହତ ଯୁବକ ଜଣକ ହେଲେ ସଞ୍ଜୟ ବେହେରା ଓରଫ ପାରା। ଯୁବକ...

ଯୌତୁକ ନିର୍ଯାତନା ସହି ନପାରି ନବବଧୂର ଆତ୍ମହତ୍ୟା – ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାହର ସାତ ମାସପରେ ଯୌତୁକ ନିର୍ଯାତନା ସହି ନପାରି ବୋହୂର ଆତ୍ମହତ୍ୟା। ଯୌତୁକ ନିର୍ଯାତନାର ଅନ୍ୟ ଏକ କରୁଣ ରୂପ। ଭଲପାଇ ବିବାହ କରିବା ପରେ ଯୌତୁକ ପାଇଁ ନବବିବାହିତା ସ୍ତ୍ରୀକୁ ନିର୍ଯ୍ୟାତନା।...

ପୁଅ ପେଟରେ ଛୁରୀ ଭୁଷିଦେଲା ମାତାଲ ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇଟିପୁର ଗିରୀମଠ ଗାଁରେ ଘଟିଛି ଅଭାବନୀୟ ଘଟଣା। ମଦ ପିଇ ବାପା ନିଜ ପୁଅ ପେଟରେ ଛୁରୀ ଭୁଷିଦେଇଛି। ପୁଅ ଗୁରୁତର ଅବସ୍ଥାରେ କଟକ ବଡ଼...

ବ୍ୟବସାୟୀ ସୁନୀଲ ସାହୁ ଅପହରଣ ଘଟଣା – ୫ ଜଣଙ୍କୁ ଗିରଫ କଲା ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିଯୁକ୍ତମାନେ ୧୫ ଦିନ ପୂର୍ବରୁ ଯୋଜନା କରି ଟଙ୍କା ପାଇଁ କରିଥିଲେ ଅପହରଣ। ପ୍ରତିଷ୍ଠିତ ବ୍ୟବସାୟୀ ତଥା ନବରଙ୍ଗପୁର ଏମପିଙ୍କ ପ୍ରତିନିଧି ସଦାଶିବ ସାହୁ(ସୁନୀଲ) ଅପହରଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ୍।...

ସେଲଟର ହୋମ୍‌ ନିର୍ଯାତନା – ରିମାଣ୍ଡରେ ଗଲେ ଫୟାଜ୍‌ ରେହମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିମାଣ୍ଡରେ ଗଲେ ଫୟାଜ ରେହମାନ। ଢ଼େଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍‌ରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ମଙ୍ଗଳବାର ଦୁଇଦିନିଆ ରିମାଣ୍ଡରେ ଗଲେ ଫୟାଜ। ସ୍ୱତନ୍ତ୍ର ପୋକ୍ସ କୋର୍ଟ ଢ଼େଙ୍କାନାଳ ପୋଲିସକୁ ଏହୀ ଅନୁମତି ଦେଇଛନ୍ତି।...

ଯୌତୁକ ଜୁଇରେ ଜଳିଗଲେ ଭାରତୀ – ହାତଗୋଡ଼ ବାନ୍ଧି ନିଆଁ ଲଗାଇଦେଲେ ଶାଶୂ, ନଣନ୍ଦ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଦିନକୁ ଦିନ ଯୌତୁକ ନିର୍ଯାତନା ବିଭତ୍ସ ରୂପ ନେବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଲିସୁଆଁ ଗାଁରେ ଭାରତୀ ସ୍ୱାଇଁ ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୂ, ନଣନ୍ଦ...