ଚୋରା ବନ୍ଧୁକ ବେପାରୀ ଗିରଫ, ୨ ବନ୍ଧୁକ ଓ ୩୭ ଗୁଳି ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ : କଟକରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର। ପୋଲିସକୁ ଚକ୍‌ମା ଦେଇ ଏହି ବାରବାର କାୟା ବିସ୍ତାର କରି ଚାଲିଥିଲା। ହେଲେ ଆଜି କଟକ ସଦର ଥାନା ପୋଲିସ...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳ ଜିଲ୍ଲାର ପକନାଗାଁ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଧାରରେ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି। ଏହି ପ୍ରଧାନ ଶିକ୍ଷକଙ୍କ...

ଗଞ୍ଜେଇ ବୋଝେଇ କାର୍ ଜବତ, ୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ : ନିର୍ଗୁଣ୍ଡି ଟୋଲ୍ ଗେଟ ନିକଟରୁ ଗଞ୍ଜେଇ ବୋଝେଇ କାର୍‌କୁ ଜବତ କରିଛନ୍ତି ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଗୁଇନ୍ଦା ବିଭାଗର କର୍ମଚାରୀମାନେ। ଏହି ଗଞ୍ଜେଇ ବୋଝେଇ କାର୍‌ଟି ଫୁଲବାଣୀରୁ...

ପଶ୍ଚିମବଙ୍ଗରୁ ୧୦୦୦ କେଜି ବିସ୍ଫୋରକ ଜବତ, ୨ ଓଡ଼ିଆ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଜବତ ହୋଇଛି ୧୦୦୦ କେଜିର ବିସ୍ଫୋରକ ସାମଗ୍ରୀ। ୨୭ଟି ବସ୍ତାରେ ପ୍ୟାକ୍ କରାଯାଇ ଏକ ଟ୍ରକ୍‌ରେ  ଚାଲାଣ ହେଉଥିବା ବେଳେ ପୋଲିସ ଏହି ବିସ୍ଫୋରକ...

ସହିଦନଗର ଥାନା ଆକ୍ରମଣ ଘଟଣାରେ ଯୁବ ନେତା ପ୍ରକାଶ ତ୍ରିପାଠୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ ଭୁବନେଶ୍ୱର ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ। ଶନିବାର କମିସନରେଟ ପୋଲିସ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ପୋଲିସ ଛାତ୍ରନେତା...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ସିକୁଆ ଗାଁର ମୋତିଲାଲ ଛତ୍ରିଆ...

ପେଟ୍ରୋଲ ପମ୍ପରେ ଡକାୟତି ଉଦ୍ୟମ – ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରର ଏକ ପେଟ୍ରୋଲ୍‌ ପମ୍ପରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ୫ଜଣ କୁଖ୍ୟାତ ଡକାୟତ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ପୋଲିସ୍‌ ଦୁଇଟି ବନ୍ଧୁକ ସହ ବହୁ...

ସହିଦନଗର ଥାନା ଆକ୍ରମଣ ଘଟଣାରେ ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ସହିଦନଗର ଥାନା ଭିତରେ ପୋଲିସକୁ ଆକ୍ରମଣ ଘଟଣାରେ ସହିଦ ନଗର ଥାନା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି।...

ପୋଲିସ ବାବୁଙ୍କ ଦବଙ୍ଗ ଗିରି! ଥାନା ଭିତରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ପିଟିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଜଣେ  ସହକାରୀ ସବ୍‌ଇନ୍‌ସପେକ୍ଟର  ନିସ୍ତୁକ ମାଡ଼ ମାରୁଥିବା ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି। ସଂପୃକ୍ତ ମହିଳାଙ୍କର ଏତିକି ଭୁଲ୍‌ ଯେ...

ମା’ ଶବକୁ ୧୦୦୦ ଖଣ୍ଡ କାଟି କୁକୁରଙ୍କୁ ଖାଇବାକୁ ଦେଲା ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ସ୍ପେନରେ ଏକ ଅମାନୁସିକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ମା’ଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୋଲିସ ନିକଟରେ ନିଜ ଦୋଷ...