ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ କୁମାର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ କୁମାର ଜେନା। ପ୍ରତ୍ୟକ୍ଷ ଭାବେ ହାଜର ନହୋଇ ନିଜ ଓକିଲଙ୍କ ଜରିଆରେ ମଙ୍ଗଳବାର...

ଚାଲାଣ ବେଳେ ମୟୂରଭଞ୍ଜରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଛି। ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ...

ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ୨୭ ବର୍ଷ ପରେ ଆସିଲା ରାୟ, ୩ ଦୋଷୀଙ୍କୁ ଆଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବରମୁଣ୍ଡାଠାରେ ଦୀର୍ଘ ୨୭ ବର୍ଷ ପୂର୍ବେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ଭୁବନେଶ୍ଵର ଏଡିଜେ-୨ କୋର୍ଟ ଏହି ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଦିନ...

ଜେଲରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲରୁ ମୁକୁଳିଲେ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର। ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ମୋନିନ୍ଦର ସିଂ...

ସାଇବର ଠକେଇର ପର୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବଡ଼ ଧରଣର ସାଇବର ଠକେଇର ପର୍ଦାଫାସ କରିଛି ଜୟପୁର ସଦର ଥାନା ପୋଲିସ। ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ ପ୍ରସ୍ତୁତ କରି ଆକାଉଣ୍ଟ ଖୋଲିବା ଏବଂ...

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଡିଲିଟ ହୋଇଛି ହୋଟେଲର ସିସିଟିଭି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ମୃତ୍ୟୁର ୨୮ ଦିନ ପରେ ମଧ୍ୟ ସତ ଖୋଜିବାକୁ ପ୍ରୟାସ ଜାରି ରଖିଛି ପୋଲିସ। ସୁସ୍ମିତା ମିଞ୍ଜଙ୍କ...

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଜନ ଅସନ୍ତୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି। ମୃତ ସୁସ୍ମିତାଙ୍କ ପରିବାର, ଜିଲ୍ଲା ଆଦିବାସୀ ମଞ୍ଚ ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି...

ନିଶା ଦେଇ ଯାତ୍ରୀଙ୍କୁ ଲୁଟିବା ଅଭିଯୋଗରେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସରିଫା ଖାତୁନଙ୍କ ସମେତ ୪ ଜଣଙ୍କୁ ଶନିବାର ଦିନ ଗିରଫ କରିଛି କମିଶନରେଟ ପୋଲିସ। ସରିଫା ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା, ନୟାଗଡ଼ର...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର କରାଯାଇଛି। ଭୁବନେଶ୍ଵରଠାରେ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟଙ୍କ ପକ୍ଷରୁ ସ୍ପେସାଲ ମେସେଞ୍ଜର ଜରିଆରେ ସମନ ହସ୍ତାନ୍ତର...

ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସିବିଆଇ ହାତରେ ଧରାପଡ଼ିଲେ ପାରାଦୀପ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ନାବିକଙ୍କ ସ୍ଵାସ୍ଥ୍ୟ ପ୍ରମାଣପତ୍ର ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର...